ଏହାପରେ ତୁମ୍ଭର ସାନଭାଇକୁ ମାେ ପାଖକୁ ଆଣ, ତବେେ ମୁଁ ଜାଣିବି ଯେ ତୁମ୍ଭମାନେେ ସାଧୁଲୋକ। ଯଦି ତୁମ୍ଭମାନେ ସତ୍ଯ କହୁଥାଅ ତବେେ ମୁଁ ତୁମ୍ଭର ଭାଇକୁ ତୁମ୍ଭମାନଙ୍କୁ ଫରୋଇ ଦବେି। ମୁଁ ତୁମ୍ଭକୁ ତୁମ୍ଭର ଭାଇ ଦବେି ଓ ତୁମ୍ଭମାନଙ୍କୁ ମାେ ଦେଶରୁ ଶସ୍ଯ କ୍ରଯ ପାଇଁ ମୁକ୍ତି କରି ଦବେି।'
Cross references
ଏବଂ ଅବିମଲକେ କହିଲେ, ତୁମ୍ଭ ଚତୁପାଶର୍ବକୁ ଚାହଁ ଏହା ମାରେଭୂମି, ତୁମ୍ଭେ ଯେଉଁଠା ରେ ଚାହଁ ସଠାେରେ ରହିପାର।
ତୁମ୍ଭମାନେେ ଆମ୍ଭମାନଙ୍କ ସହିତ ଏହି ଦେଶ ରେ ବାସ କରିବ, ବାଣଜ୍ଯ କରିବ ଓ ଭୂମି ଗ୍ରହଣ କରିପାରିବ।
ଏହି ଲୋକମାନେ ଆମ ସହିତ ବନ୍ଧୁତା କରିବାକୁ ଚାହୁଁଛନ୍ତି। ଆମ୍ଭମାନେେ ଆମ୍ଭ ଦେଶ ରେ ତାଙ୍କୁ ଶାନ୍ତେ ରେ ବାସ କରିବାକୁ ଦବୋ। ଆମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ଭୂମି ଅଛି। ଆମ୍ଭମାନେେ ତାଙ୍କ କନ୍ଯାମାନଙ୍କୁ ବିବାହ କରି ପାରିବା। ଆମ୍ଭମାନେେ ମଧ୍ଯ ଆମ୍ଭମାନଙ୍କର କନ୍ଯାମାନଙ୍କୁ ତାଙ୍କ ସହିତ ବିବାହ ଦଇେ ପାରିବା।
କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।
କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମାେ ପାଖକୁ ନଇେ ଆସିବ। ତବେେ ମୁଁ ଜାଣିବି ତୁମ୍ଭମାନେେ ସତ କହୁଛ ଏବଂ ତୁମ୍ଭମାନେେ ଆଉ ମରିବ ନାହିଁ।
କାର୍ଗ ଜାହାଜର ସୁବର୍ଣ୍ଣ ବ୍ଯତୀତ ରାଜା ଶଲୋମନ ମିଶ୍ରୀତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ଯବସାଯରୁ ସୁବର୍ଣ ପାଇଲେ।
ସେ ଏରସ ବୃକ୍ଷର ଅଗ୍ରଭାଗ ଭାଙ୍ଗିଲା ଏବଂ ତାହାକୁ କିଣାନ ଦେଶକୁ ନଇଗେଲା। ସଠାେ ରେ ସେ ତାକୁ ବଣିକମାନଙ୍କର ନଗରୀ ରେ ରଖିଲା।