Home Bibles ଆଦି ପୁସ୍ତକ 42:30 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:30 · ଓଡ଼ିଆ ବାଇବେଲ

ସମାନେେ କହିଲେ, ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ଯବହାର କଲେ। ସେ ଭାବିଲେ ଆମ୍ଭମାନେେ ଚର।

Cross references

ଆଦି ପୁସ୍ତକ 42:7

ଯୋଷଫେ ସମାନଙ୍କେର ଭାଇମାନଙ୍କୁ ଦେଖିଲେ। ଯୋଷଫେ ସମାନଙ୍କେୁ ଚିହ୍ନି ପାରିଲେ ନାହିଁ। କିନ୍ତୁ ସମାନଙ୍କେୁ ନ ଚିହ୍ନିଲାପରି ଅଭିନଯ କଲେ। ଯୋଷଫେ ସମାନଙ୍କେୁ ମଧ୍ଯ ରୁକ୍ଷ ବ୍ଯବହାର କଲେ। ଯୋଷଫେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ କେଉଁଠାରୁ ଆସିଛ?

ଆଦି ପୁସ୍ତକ 42:9

ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।

ଆଦି ପୁସ୍ତକ 42:16

ମୁଁ ତୁମ୍ଭମାନଙ୍କ ମଧ୍ଯରୁ ଜଣକୁ ଛାଡ଼ିବି ସେ ୟାଇ ତୁମ୍ଭର ସାନ ଭାଇକୁ ଏଠାକୁ ନଇେ ଆସିବ। ସେ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ବନ୍ଦୀଶାଳା ରେ ରହିବ। ମୁଁ ଦେଖିବି ତୁମ୍ଭମାନେେ ସତ କହୁଛ ନା ତୁମ୍ଭମାନେେ ଚର, ଆମ୍ଭେ ଫାରୋଙ୍କ ଜୀବନ ଦଇେ ଶପଥ କରୁଛୁ।

Interlinear

Choose Theme