Home Bibles ଆଦି ପୁସ୍ତକ 42:8 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:8 · ଓଡ଼ିଆ ବାଇବେଲ

ଯୋଷଫେ ଜାଣିଥିଲେ ଯେ ସମାନେେ ତାଙ୍କର ଭାଇ। କିନ୍ତୁ ସମାନେେ ଯୋଷଫେକୁ ଚିହ୍ନି ପାରିଲେ ନାହିଁ।

Cross references

ଆଦି ପୁସ୍ତକ 37:2

ଏହା ହେଉଛି ଯାକୁବ ପରିବାରର ଇତିହାସ।

ଲୂକଲିଖିତ ସୁସମାଚାର 24:16

କିନ୍ତୁ ସେ ଦୁଇଜଣଙ୍କୁ ସେତବେେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା।

ଯୋହନଲିଖିତ ସୁସମାଚାର 20:14

ସେ ଏହା କହି ବୁଲି ପଡିଲେ। ସେ ଯୀଶୁଙ୍କୁ ସଠାେରେ ଠିଆ ହାଇେଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।

ଯୋହନଲିଖିତ ସୁସମାଚାର 21:4

ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳ ରେ ଠିଆ ହାଇେଥିଲେ। କିନ୍ତୁ ଶିଷ୍ଯମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନଥିଲେ।

Interlinear

Choose Theme