କିନ୍ତୁ ସମାନଙ୍କେର ଭାଇମାନେ ତାଙ୍କୁ କହିଲେ, ନା ମାହାଶଯ, ଆମ୍ଭମାନେେ ତୁମ୍ଭର ଦାସତୁଲ୍ଯ ଆସିଅଛୁ। ଆମ୍ଭେ କବଳେ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ।
Cross references
ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।
ଇସ୍ହାକ ଉତ୍ତର ଦେଲେ, ହାଇଗେଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦଲେି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସବୋ କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହବୋ ପାଇଁ ଆଶୀର୍ବାଦ କରିସାରିଛି। କଣ ମୁଁ କରିପାରିବି, ମାେ ପୁତ୍ର।
ତା'ର ଭାଇମାନେ ତାଙ୍କୁ କହିଲେ, ତୁ କ'ଣ ଭାବୁଛୁ, ରାଜା ହାଇେ ଆମ୍ଭମାନଙ୍କୁ ଶାସନ କରିବୁ? ତା'ର ଭାଇମାନେ ଏହି ସ୍ବପ୍ନର କଥା ଶୁଣି ତାକୁ ଅଧିକ ଘୃଣା କଲେ।
ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ଯା କରିପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସବେକଗଣ ହବେୁ।
ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?
ଓବଦିଯ ପଥ ମଧିଅରେ ଯାଉ ଯାଉ ଏଲିଯଙ୍କୁ ଭଟେିଲେ। ସେ ସଙ୍ଗେ ସଙ୍ଗେ ଏଲିଯଙ୍କୁ ଚିହ୍ନିଲେ ଓ ମୁଣ୍ତ ନିଆଁଇ ପ୍ରଣାମ କରି କହିଲେ, ତୁମ୍ଭେ କ'ଣ ମାରେ ମହାଶୟ ଏଲିଯ?