Home Bibles ଆଦି ପୁସ୍ତକ 42:27 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:27 · ଓଡ଼ିଆ ବାଇବେଲ

ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!

Cross references

ଆଦି ପୁସ୍ତକ 42:35

ଏହାପରେ ଭାଇମାନେ ଶସ୍ଯ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସମାନଙ୍କେର ବ୍ଯାଗରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସମାନଙ୍କେର ପିତା ଏହି ଟଙ୍କା ଦେଖି ଭୟ ରେ ଥରିବାକୁ ଲାଗିଲେ।

ଆଦି ପୁସ୍ତକ 43:18

ସହେି ଲୋକମାନେ ଭୟଭିତ ହାଇେ ଗଲେ ଯେତବେେଳେ ସମାନେେ ଯୋଷଫଙ୍କେ ଗୃହକୁ ଗଲେ। ସମାନେେ କହିଲେ, ଆମ୍ଭମାନଙ୍କୁ ଏଥର ଏଠାକୁ ଅଣା ୟିବାର କାରଣ ହେଉଛ ଗତଥର ଆମ୍ଭମାନେେ ଶସ୍ଯ ଅଖା ସହିତ ସହେି ଟଙ୍କା ନଇେ ୟାଇଥିଲୁ। ଆମ୍ଭ ବିରୁଦ୍ଧ ରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନଇେଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।

ଆଦି ପୁସ୍ତକ 43:21

ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।

ଆଦି ପୁସ୍ତକ 44:11

ଏହାପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସଗେୁଡ଼ିକୁୁ ଖାେଳିଲେ।

ଯାତ୍ରା ପୁସ୍ତକ 4:24

ମିଶରକୁ ୟିବା ବାଟରେ, ମାଶାେ ଏକ ସ୍ଥାନ ରେ ରାତ୍ରି ୟାପନ କଲେ। ସଦାପ୍ରଭୁ ମାଶାଙ୍କେୁ ସଠାେରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ଯା କରିବା ପାଇଁ ଚେଷ୍ଟା କଲେ।

ଲୂକଲିଖିତ ସୁସମାଚାର 2:7

ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସମାନେେ ରହିବାକୁ ଚଟିଘ ରେ ଆଉ ଜାଗା ନଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟା ରେ ଗୁଡାଇ ଗୁହାଳ ରେ ଗୋରୁକୁଣ୍ଡ ରେ ରଖି ଦେଲେ।

ଲୂକଲିଖିତ ସୁସମାଚାର 10:34

ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତ ରେ ତଲେ ଓ ଅଙ୍ଗୁର ରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖ ରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନଇଗେଲେ। ଚଟିଘ ରେ ସେ ଆହତ ଲୋକଟିର ଯତ୍ନ ନେଲେ।

Interlinear

Choose Theme