ଆଦି ପୁସ୍ତକ 44:11 · ଓଡ଼ିଆ ବାଇବେଲ
ଏହାପରେ ସମସ୍ତ ଭାଇମାନେ ତାଙ୍କ ପଟ ଭୂମିରେ ରଖିଲେ ଏବଂ ସଗେୁଡ଼ିକୁୁ ଖାେଳିଲେ।
Cross references
ଆଦି ପୁସ୍ତକ 42:27
ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!