Home Bibles ☰ Books ଆଦି ପୁସ୍ତକ 42:26 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:26 · ଓଡ଼ିଆ ବାଇବେଲ

ତେଣୁ ତା'ର ଭାଇମାନେ ସହେି ଗଧମାନଙ୍କ ପିଠି ରେ ଶସ୍ଯ ଲଦି ସହେି ସ୍ଥାନ ପରିତ୍ଯାଗ କଲେ।

Cross references

ଆଦି ପୁସ୍ତକ 42:19

ଯଦି ତୁମ୍ଭମାନେେ ବାସ୍ତବ ରେ ବିଶ୍ବାସୀ ଲୋକ, ତବେେ ତୁମ୍ଭ ଭାଇମାନଙ୍କ ମଧ୍ଯରୁ କହେି ଜଣେ କାରାଗାର ରେ ରହୁ। ଏବଂ ଅନ୍ୟ ସମସ୍ତେ ଶସ୍ଯ ନଇେ ତୁମ୍ଭ ଲୋକମାନଙ୍କ ପାଇଁ ନଇେ ୟାଇପାର।

ଆଦି ପୁସ୍ତକ 42:20

କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମାେ ପାଖକୁ ନଇେ ଆସିବ। ତବେେ ମୁଁ ଜାଣିବି ତୁମ୍ଭମାନେେ ସତ କହୁଛ ଏବଂ ତୁମ୍ଭମାନେେ ଆଉ ମରିବ ନାହିଁ।

ଆୟୁବ ପୁସ୍ତକ 39:11

ବଣୁଆ ଷଣ୍ଢ ଅତି ବଳଶାଳୀ। ତୁମ୍ଭେ କ'ଣ ତା' ଉପରେ ନିର୍ଭର କରିପାରିବ ତୁମ୍ଭ କାମ କରିବା ପାଇଁ ?

Interlinear

Choose Theme