Home Bibles ☰ Books ଲୂକଲିଖିତ ସୁସମାଚାର 10:34 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 10:34 · ଓଡ଼ିଆ ବାଇବେଲ

ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତ ରେ ତଲେ ଓ ଅଙ୍ଗୁର ରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖ ରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନଇଗେଲେ। ଚଟିଘ ରେ ସେ ଆହତ ଲୋକଟିର ଯତ୍ନ ନେଲେ।

Cross references

ଆଦି ପୁସ୍ତକ 42:27

ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!

ଯାତ୍ରା ପୁସ୍ତକ 4:24

ମିଶରକୁ ୟିବା ବାଟରେ, ମାଶାେ ଏକ ସ୍ଥାନ ରେ ରାତ୍ରି ୟାପନ କଲେ। ସଦାପ୍ରଭୁ ମାଶାଙ୍କେୁ ସଠାେରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ଯା କରିବା ପାଇଁ ଚେଷ୍ଟା କଲେ।

ଯାତ୍ରା ପୁସ୍ତକ 23:4

ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତବେେ ତାକୁ ତା'ର ମୁନିବକୁ ଫରୋଇ ଦିଅ, ଯଦି ସେ ତୁମ୍ଭର ଶତୃ ବି ହାଇେଥାଏ।

ଗୀତସଂହିତା 147:3

ସେ ସମାନଙ୍କେର ଭଗ୍ନ ହୃଦଯକୁ ସୁସ୍ଥ କରନ୍ତି ଓ ସମାନଙ୍କେ କ୍ଷତରେ ପଟି ବାନ୍ଧନ୍ତି।

ହିତୋପଦେଶ 24:17

ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ।

ହିତୋପଦେଶ 25:21

ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।

ଯିଶାଇୟ 1:5

ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।

ମାଥିଉଲିଖିତ ସୁସମାଚାର 5:43

ତୁମ୍ଭେ ଶୁଣିଛ ଯେ ଏକଥା କୁହା ଯାଇଛି: 'ତୁମ୍ଭର ପଡ଼ୋଶୀଙ୍କୁ ପ୍ ରମେ କର ଓ ଶତୃମାନଙ୍କୁ ଘୃଣା କର।'

ମାର୍କଲିଖିତ ସୁସମାଚାର 14:8

ଏ ସ୍ତ୍ରୀ ଲୋକଟିର ମାେ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସତକେ କରିଛି। ସମାଧି ନିମନ୍ତେ ମାେ ଦହକେୁ ପ୍ରସ୍ତୁତ କରିବା ପାଇଁ ସେ ମାେ ଦହେ ରେ ମାରେ ମୃତ୍ଯୁ ପୂର୍ବରୁ ଅତର ଢାଳିଛି।

ଲୂକଲିଖିତ ସୁସମାଚାର 2:7

ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସମାନେେ ରହିବାକୁ ଚଟିଘ ରେ ଆଉ ଜାଗା ନଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟା ରେ ଗୁଡାଇ ଗୁହାଳ ରେ ଗୋରୁକୁଣ୍ଡ ରେ ରଖି ଦେଲେ।

ରୋମୀୟଙ୍କ ପ୍ରତି ପତ୍ର 12:20

କିନ୍ତୁ ତୁମ୍ଭମାନେେ ଏପରି କରିବା ଉଚିତ୍: ଯଦି ତୁମ୍ଭର ଶତୃ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତୃ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:15

ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।

Interlinear

Choose Theme