Home Bibles ଆଦି ପୁସ୍ତକ 43:21 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 43:21 · ଓଡ଼ିଆ ବାଇବେଲ

ୟିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବଳକେୁ ଆମ୍ଭମାନଙ୍କର ଟଙ୍କା ପ୍ରେତ୍ୟକକଙ୍କ ପଟ ମଧିଅରେ ଥିଲା।

Cross references

ଆଦି ପୁସ୍ତକ 42:27

ସହେି ରାତ୍ରି ରେ ତା'ର ଭାଇମାନେ ଏକ ସ୍ଥାନ ରେ ରାତ୍ରି ୟାପନ କରିବା ପାଇଁ ରହିଲେ। ଭାଇମାନଙ୍କ ମଧ୍ଯରୁ ଜଣେ ଗଧକୁ ଆହାର ଦବୋ ନିମନ୍ତେ ପଟ ଫିଟାନ୍ତେ ସେ ତା'ର ଟଙ୍କା ସବୁ ଦେଖିଲା!

ଆଦି ପୁସ୍ତକ 43:12

ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।

ଆଦି ପୁସ୍ତକ 43:15

ତେଣୁ ସହେି ଭାଇମାନେ ସହେି ଉପହାର ଦଇେ ସହେି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସମାନଙ୍କେ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନଇଗେଲେ। ଏଥର ତାଙ୍କ ସହିତ ବିନ୍ଯାମୀନ ମଧ୍ଯ ମିଶରକୁ ଗଲେ। ସମାନେେ ଯେତବେେଳେ ସଠାେରେ ପହନ୍ଚିଲେ, ସମାନେେ ଯୋଷଫଙ୍କେୁ ଦେଖିବାକୁ ଗଲେ।

ଆଦି ପୁସ୍ତକ 44:8

ଆମ୍ଭମାନେେ କିଣାନ ଦେଶରୁ ଫରେି ଆସିଛୁ। ଆମ୍ଭ ପଟ ମଧିଅରେ ଥିବା ଟଙ୍କା ଫରୋଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ।

ରୋମୀୟଙ୍କ ପ୍ରତି ପତ୍ର 12:17

ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।

ରୋମୀୟଙ୍କ ପ୍ରତି ପତ୍ର 13:8

କାହାର ଋଣୀ ହୁଅ ନାହିଁ। କିନ୍ତୁ ପରପ୍ପର ପ୍ରତି ପ୍ ରମରେ ଋଣ ରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବେଶୀକୁ ପ୍ ରମେ କରେ ସେ ସଂପୂର୍ଣ ବ୍ଯବସ୍ଥା ମାନିଛି।

ଏବ୍ରୀ 13:5

ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :

ଏବ୍ରୀ 13:18

ଆମ୍ଭ ପାଇଁ ପ୍ରାର୍ଥନା କରୁଥାଅ। ଆମ୍ଭେ ସବୁବେଳେ ସର୍ବୋତ୍କୃଷ୍ଟ କାମ କରିବାକୁ ଚେଷ୍ଟା କରୁଥିବାରୁ, ଆମ୍ଭେ କରୁଥିବା କାମଗୁଡ଼ିକ ଠିକ୍ ବୋଲି ଅନୁଭବ କରୁ।

ପିତରଙ୍କ ପ୍ରଥମ ପତ୍ 2:12

ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।

ପିତରଙ୍କ ପ୍ରଥମ ପତ୍ 3:16

କିନ୍ତୁ ତୁମ୍ଭେ ସମାନଙ୍କେୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ ଯେ, ତୁମ୍ଭେ ଠିକ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧ ରେ ମନ୍ଦ କଥା କହୁଛନ୍ତି, ସମାନେେ ଲଜ୍ଜିତ ହବେେ। ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସମାନେେ ମନ୍ଦ କଥାଗୁଡ଼ିକ କୁହନ୍ତି। ସମାନେେ ତୁମ୍ଭ ବିଷୟ ରେ ମନ୍ଦ କଥା କହିଥିବା ହତେୁ ଲଜ୍ଜିତ ହବେେ।

Interlinear

Choose Theme