ଏବଂ ଭାଇମାନେ କହିଲେ, ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାରଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ୍। ଆମ୍ଭର ସାନଭାଇ ଆମ୍ଭର ଗୃହ ରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିୟାଇଛି। ଆମ୍ଭମାନେେ ତୁମ୍ଭ ନିକଟରେ ଦାସତୁଲ୍ଯ। ଆମ୍ଭମାନେେ କିଣାନୀଯ ଦେଶରୁ ଆସିଅଛୁ।
Cross references
ଲୟୋ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବନ୍େ ଦେଲେ। ଲୟୋ ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, ସଦାପ୍ରଭୁ ମାରେ ଦୁଃଖ ଦେଖି ଅଛନ୍ତି। ମାରେ ସ୍ବାମୀ ମାେତେ ଭଲ ପାଇବେ।
ରାହେଲ କହିଲା, ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି, ମାେତେ ଏକ ପୁତ୍ର ସନ୍ତାନ ଦବୋ ପାଇଁ ସେ ନିଷ୍ପତ୍ତି ନେଲେ। ତେଣୁ ରାହେଲ ତା'ର ନାମ ରଖିଲେ ଦାନ।
ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।
ରୂବନ୍େ ତା'ର ଭାଇମାନଙ୍କୁ ୟାଇ କହିଲେ, ଯୋଷଫେ ଆଉ କୂଅ ମଧିଅରେ ନାହିଁ। ମୁଁ କ'ଣ କରିବି?
ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଗୋଟିଏ। ଆମ୍ଭେ ସଚ୍ଚୋଟ୍ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।
ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭେ ତାଙ୍କୁ କହିଲୁ, ଆମ୍ଭ ସମସ୍ତଙ୍କର ଗୋଟିଏ ପିତା, ଆମ୍ଭର ଗୋଟେ ଭାଇ ୟିଏ କି ମରିୟାଇଛି ଏବଂ ଆମର ସାନଭାଇ ଯକେି ବର୍ତ୍ତମାନ କିଣାନୀଯ ଦେଶ ରେ ଅଛି।
ଯାକୁବ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।
କିନ୍ତୁ ଯାକୁବ ତାଙ୍କୁ କହିଲେ, ମୁଁ ବିନ୍ଯାମୀନକୁ ତୁମ୍ଭ ସହିତ ଛାଡ଼ିବି ନାହିଁ। ତା'ର ଭାଇ ମରିୟାଇଛି। ସେ ଜଣେ କବଳେ ରହିୟାଇଛି। ଯଦି ସେ ତୁମ୍ଭ ସହିତ ମିଶରକୁ ୟାଏ ଏବଂ ରାସ୍ତା ରେ କିଛି ଗୋଟିଏ ହାଇୟୋଏ, ତବେେ ତୁମ୍ଭେ ମାେତେ ଶାେକରେ ମାରେ ଏହି ପକ୍ବ କେଶ ରେ କବରକୁ ପଠଇେ ଦବେ।
ଭାଇମାନେ ଉତ୍ତର ଦେଲେ, ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। ସେ ଆମ୍ଭ ବିଷଯ ରେ ଓ ଆମ୍ଭ ପରିବାର ବଷଯ ରେ ସବୁ ଜାଣିବାକୁ ଚାହିଁଲା। ସେ ଆମ୍ଭମାନଙ୍କୁ ପଚାରିଲା, 'ତୁମ୍ଭର ପିତା କ'ଣ ଏବବେି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହ ରେ ଅଛି କି?' ଆମ୍ଭେ ଜାଣି ନଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।
ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
ଆମ୍ଭେ ତୁମ୍ଭକୁ ଉତ୍ତର କରିଥିଲୁ, 'ହଁ, ଆମ୍ଭର ଏକ ପିତା ଅଛନ୍ତି। ସେ ବାର୍ଦ୍ଧକ୍ଯ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ଯନ୍ତ ପ୍ ରମେ କରୁଥିଲେ। କାରଣ ସେ ପିତାଙ୍କର ବର୍ଦ୍ଧକ୍ଯ କାଳ ରେ ଜନ୍ମ ନଇେଥିଲେ। ସହେି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ଯାମୀନ ହେଉଛି ସହେି ଭାଇ ଯାହା ଏକା ମାର ସନ୍ତାନ। ଆମ୍ଭର ପିତା ମଧ୍ଯ ତାଙ୍କୁ ଅତ୍ଯନ୍ତ ଭଲପାନ୍ତି।'
ଗୋଟିଏ ପୁତ୍ର ମାଠାରୁେ ଦୂରକୁ ଚାଲିଗଲା। ସହେି ଦିନଠାରୁ ମୁଁ ତାକୁ ଦେଖି ନାହିଁ। ମୁଁ ବିଶ୍ବାସ କରେ ସେ ହିଂସ୍ର ଜନ୍ତୁଙ୍କ ଦ୍ବାରା ଗ୍ରାସିତ ହାଇୟୋଇଛି।
ଭାଇମାନେ ତାଙ୍କ ପିତାଙ୍କୁ କହିଲେ, ପିତା, ଯୋଷଫେ ଏବଂ ମଧ୍ଯ ବଞ୍ଚିଛନ୍ତି। ଏବେ ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।
ମିଶର ଦେଶକୁ ଆଗତ ଇଶ୍ରାୟେଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ।
ରୂବନ୍େ, ଶିମିଯୋନ, ଲବେୀ, ୟିଦୁଦା,
ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ପ୍ରଥମ ଦିନ ରେ ଇଶ୍ରାୟେଲର ଲୋକମାନେ ମିଶର ଛାଡିଲାପରେ, ସଦାପ୍ରଭୁ ସୀନଯ ମରୁଭୂମିରେ ସମାଗମ ତମ୍ବୁ ମଧିଅରେ ମଶାଙ୍କେୁ କହିଲେ,
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ମହାମାରୀ ପରେ, ସଦାପ୍ରଭୁ ମାଶାେ ଓ ହାରୋଣର ପୁତ୍ର ଯାଜକ ଇଲିଯାସରକୁ କହିଲେ,
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।
ରାମା ରେ ଏକ ଦୁଃଖଭରା ସ୍ବର ଶୁଣାଗଲା। ତାହା ରୋଦନ ଓ ଅତିଶୟ ବିଳାପର ସ୍ବର ଥିଲା। ରାହେଲ ତା ପିଲାମାନଙ୍କ ପାଇଁ କାନ୍ଦୁଥିଲା। କହେି ହେଲେ ତାକୁ ସାନ୍ତ୍ବନା ଦଇେ ପାରିବନେି। କାରଣ ତା'ର ପିଲାମାନେ ମରିଯାଇଥିଲେ। ୟିରିମିୟ 31:15