Home Bibles ଆଦି ପୁସ୍ତକ 42:11 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 42:11 · ଓଡ଼ିଆ ବାଇବେଲ

ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଗୋଟିଏ। ଆମ୍ଭେ ସଚ୍ଚୋଟ୍ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।

Cross references

ଆଦି ପୁସ୍ତକ 42:19

ଯଦି ତୁମ୍ଭମାନେେ ବାସ୍ତବ ରେ ବିଶ୍ବାସୀ ଲୋକ, ତବେେ ତୁମ୍ଭ ଭାଇମାନଙ୍କ ମଧ୍ଯରୁ କହେି ଜଣେ କାରାଗାର ରେ ରହୁ। ଏବଂ ଅନ୍ୟ ସମସ୍ତେ ଶସ୍ଯ ନଇେ ତୁମ୍ଭ ଲୋକମାନଙ୍କ ପାଇଁ ନଇେ ୟାଇପାର।

ଆଦି ପୁସ୍ତକ 42:33

ଏହାପରେ ସେ ଦେଶର କର୍ତ୍ତା ଆମ୍ଭମାନଙ୍କୁ କହିଲେ, 'ତୁମ୍ଭର ସାଧୁତାର ପ୍ରମାଣ ଦବୋ ପାଇଁ ଏହା ଏକ ବାଟ। ତୁମ୍ଭର ଜଣେ ଭାଇକୁ ଏହିଠା ରେ ମାେ ପାଖ ରେ ଛାଡ଼ି ଦଇେ ୟାଅ। ଏହି ଶସ୍ଯ ତୁମ୍ଭର ପରିବାର ପାଇଁ ନଇୟୋଅ।

ଆଦି ପୁସ୍ତକ 43:7

ଭାଇମାନେ ଉତ୍ତର ଦେଲେ, ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଚାରିଲା। ସେ ଆମ୍ଭ ବିଷଯ ରେ ଓ ଆମ୍ଭ ପରିବାର ବଷଯ ରେ ସବୁ ଜାଣିବାକୁ ଚାହିଁଲା। ସେ ଆମ୍ଭମାନଙ୍କୁ ପଚାରିଲା, 'ତୁମ୍ଭର ପିତା କ'ଣ ଏବବେି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହ ରେ ଅଛି କି?' ଆମ୍ଭେ ଜାଣି ନଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।

ଯୋହନଲିଖିତ ସୁସମାଚାର 7:18

ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଚାର କରେ, ସେ ନିଜ ପାଇଁ ସମ୍ମାନ ଚା ହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ ରରଣକେର୍ତ୍ତାଙ୍କର ସମ୍ମାନ ଚା ହେଁ ସେ ସତ୍ଯ କ ହେ। ତା' ପାଖ ରେ କିଛି ମିଥ୍ଯା ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:4

ବରଂ ପରମେଶ୍ବରଙ୍କ ସବେକ ରୂପରେ ଆମ୍ଭମାନେେ ପ୍ରେତ୍ୟକକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅରେ ଅନକେ କଠାେର ତଥା ର୍ଧୈୟ୍ଯପୂର୍ବକ ସହୁ।

Interlinear

Choose Theme