Home Bibles ☰ Books ଆଦି ପୁସ୍ତକ 37:30 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 37:30 · ଓଡ଼ିଆ ବାଇବେଲ

ରୂବନ୍େ ତା'ର ଭାଇମାନଙ୍କୁ ୟାଇ କହିଲେ, ଯୋଷଫେ ଆଉ କୂଅ ମଧିଅରେ ନାହିଁ। ମୁଁ କ'ଣ କରିବି?

Cross references

ଆଦି ପୁସ୍ତକ 37:20

ଆସ ତାକୁ ହତ୍ଯାକରିବା ଏବଂ ଶୁଷ୍କ କୂଅ ରେ ପକାଇ ଦବୋ। ଆମ୍ଭେ ଆମ୍ଭର ପିତାଙ୍କୁ କହିବା ଯେ ତାକୁ ଏକ ହିଂସ୍ର ଜନ୍ତୁ ଖାଇ ଗଲା। ତା'ପରେ ଦେଖିବା ତା'ର ସ୍ବପ୍ନର କ'ଣ ହବେ।

ଆଦି ପୁସ୍ତକ 42:13

ଏବଂ ଭାଇମାନେ କହିଲେ, ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାରଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ୍। ଆମ୍ଭର ସାନଭାଇ ଆମ୍ଭର ଗୃହ ରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିୟାଇଛି। ଆମ୍ଭମାନେେ ତୁମ୍ଭ ନିକଟରେ ଦାସତୁଲ୍ଯ। ଆମ୍ଭମାନେେ କିଣାନୀଯ ଦେଶରୁ ଆସିଅଛୁ।

ଆଦି ପୁସ୍ତକ 42:32

ଆମ୍ଭେ ତାଙ୍କୁ କହିଲୁ ଯେ, ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭେ ତାଙ୍କୁ କହିଲୁ, ଆମ୍ଭ ସମସ୍ତଙ୍କର ଗୋଟିଏ ପିତା, ଆମ୍ଭର ଗୋଟେ ଭାଇ ୟିଏ କି ମରିୟାଇଛି ଏବଂ ଆମର ସାନଭାଇ ଯକେି ବର୍ତ୍ତମାନ କିଣାନୀଯ ଦେଶ ରେ ଅଛି।

ଆଦି ପୁସ୍ତକ 42:35

ଏହାପରେ ଭାଇମାନେ ଶସ୍ଯ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସମାନଙ୍କେର ବ୍ଯାଗରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସମାନଙ୍କେର ପିତା ଏହି ଟଙ୍କା ଦେଖି ଭୟ ରେ ଥରିବାକୁ ଲାଗିଲେ।

ଆଦି ପୁସ୍ତକ 42:36

ଯାକୁବ ସମାନଙ୍କେୁ କହିଲେ, ତୁମ୍ଭେ କ'ଣ ଭାବୁଛ ମୁଁ ମାରେସମସ୍ତ ପିଲାମାନଙ୍କୁ ହରାଇବି? ଯୋଷଫେ ଗଲା,ଶିମିଯୋନ ଗଲା ଏବଂ ତୁମ୍ଭେ ବର୍ତ୍ତମାନ ବିନ୍ଯାମୀନକୁ ନବୋ ପାଇଁ ଚାହୁଁଛ।

ଯିରିମିୟ 31:15

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ରାମା ରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାୟିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷଯ ରେ ସାନ୍ତ୍ବନାବାଣୀ ଶୁଣିବ ନାହିଁ, କାରଣ ସମାନେେ ମୃତ।

Interlinear

Choose Theme