ଆଦି ପୁସ୍ତକ 42:14 · ଓଡ଼ିଆ ବାଇବେଲ
କିନ୍ତୁ ଯୋଷଫେ ସମାନଙ୍କେୁ କହିଲେ, ନା ମୁଁ ଜାଣି ପାରୁଛି ତୁମ୍ଭମାନେେ ଚର।
Cross references
ଆଦି ପୁସ୍ତକ 42:9
ଏବଂ ଯୋଷଫେ ପୂର୍ବରୁ ସମାନଙ୍କେର ଭାଇମାନଙ୍କ ବିଷଯ ରେ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମନେ କଲେ।
ଆୟୁବ ପୁସ୍ତକ 13:24
ହେ ପରମେଶ୍ବର, ଆପଣ କାହିଁକି ମାଠାରୁେ ଦୂ ରଇେ ଯାଉଛନ୍ତି, ଏବଂ ଶତ୍ରୁଭଳି ବ୍ଯବହାର କରୁଛନ୍ତି ?
ଆୟୁବ ପୁସ୍ତକ 19:11
ପରମେଶ୍ବରଙ୍କ ରାଗ ମାେ ବିରୁଦ୍ଧ ରେ ପ୍ରଜ୍ବଳିତ ହବୋ ରେ ଲାଗିଛି। ସେ ମାେତେ ତାଙ୍କର ଶତ୍ରୁ ଭାବୁଛନ୍ତି।
ମାଥିଉଲିଖିତ ସୁସମାଚାର 15:21
ଯୀଶୁ ସେ ସ୍ଥାନଛାଡି ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।