Home Bibles ☰ Books ଆଦି ପୁସ୍ତକ 30:6 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:6 · ଓଡ଼ିଆ ବାଇବେଲ

ରାହେଲ କହିଲା, ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି, ମାେତେ ଏକ ପୁତ୍ର ସନ୍ତାନ ଦବୋ ପାଇଁ ସେ ନିଷ୍ପତ୍ତି ନେଲେ। ତେଣୁ ରାହେଲ ତା'ର ନାମ ରଖିଲେ ଦାନ।

Cross references

ଆଦି ପୁସ୍ତକ 29:32

ଲୟୋ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବନ୍େ ଦେଲେ। ଲୟୋ ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, ସଦାପ୍ରଭୁ ମାରେ ଦୁଃଖ ଦେଖି ଅଛନ୍ତି। ମାରେ ସ୍ବାମୀ ମାେତେ ଭଲ ପାଇବେ।

ଆଦି ପୁସ୍ତକ 35:25

ଦାନ ଓ ନପ୍ତାଲି ରାହେଲର ଦାସୀ ବିଲ୍ଲହାର ସନ୍ତାନ।

ଆଦି ପୁସ୍ତକ 46:23

ଦାନ୍ର ପୁତ୍ର ହୁଶୀମ ଥିଲେ।

ଆଦି ପୁସ୍ତକ 49:16

ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ।

ଦିତୀୟ ବିବରଣ 27:13

ଏବଂ ରୂବନ୍େ, ଗାଦ୍, ଆଶରେ, ସବୂଲୂନ୍,ଦାନ, ନଲ୍ଗାଲି ଗୋଷ୍ଠୀଯକକ୍ସ୍ଟ ଅଭିଶାପ ଦବୋ ନିମନ୍ତେ ଏବଲ ପର୍ବତ ରେ ଠିଆ ହବେେ।

ଦିତୀୟ ବିବରଣ 33:22

ମାଶାେ ଦାନଙ୍କ ବିଷଯ ରେ ଏହିକଥା କହିଲେ, ଦାନ ହେଉଛନ୍ତି ସିଂହ ଛକ୍ସ୍ଟଆପରି। ସେ ବାସନାରକ୍ସ୍ଟ କକ୍ସ୍ଟଦାମା ରେ।

ଗୀତସଂହିତା 35:24

ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭର ନ୍ଯାଯରେ ମାରେ ବିଚାର କର। ସହେି ଲୋକମାନଙ୍କୁ ମାେତେ ପରିହାସ କରିବାକୁ ଦିଅ ନାହିଁ।

ଗୀତସଂହିତା 43:1

ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।

ଯିରିମିୟ 13:2

ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶ ରେ ବାନ୍ଧିଲି।

ଯିରିମିୟ 13:24

ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପ୍ରାନ୍ତରସ୍ଥ ବାଯୁ ରେ ଧୂଷ ଉଡ଼ିଲାପରି ତୁମ୍ଭମାନଙ୍କ ଘରୁ ତଡ଼ିଦଇେ ଏଣେ ତଣେେ ଛିନ୍ନଭିନ୍ନ କରିଦବେୁ।

ଯିରିମିୟ 15:14

ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭ ଶତ୍ରୁଗଣର ଅଜ୍ଞାତ ଏକ ଦେଶକୁ କ୍ରୀତଦାସ କରି ନଇୟିବୋ। କାରଣ କ୍ରୋଧାଗ୍ନି ପ୍ରଜ୍ଜ୍ବଳିତ ହାଇେଅଛି। ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।

ଯିରିମିୟଙ୍କ ବିଳାପ 3:59

ହେ ସଦାପ୍ରଭୁ, ମାେ' ପ୍ରତି ହାଇେଥିବା ଅନ୍ଯାଯ ତୁମ୍ଭେ ଦେଖିଅଛ, ତୁମ୍ଭେ ତାହାର ବିଚାର କର।

Interlinear

Choose Theme