Home Bibles ପ୍ରଥମ ଶାମୁୟେଲ 3:8 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 3:8 · ଓଡ଼ିଆ ବାଇବେଲ

ଏହାପରେ ସଦାପ୍ରଭୁ ପକ୍ସ୍ଟନର୍ବାର ତୃତୀୟଥର ଶାମୁୟେଲଙ୍କୁ ଡାକିଲେ। ତହକ୍ସ୍ଟଁ ସେ ଉଠି ଏଲିଙ୍କ ନିକଟକକ୍ସ୍ଟ ୟାଇ କହିଲେ, ମୁ ଏଠା ରେ ଅଛି ଆପଣ ମାେତେ ଡାକିଲେ ପରା,

Cross references

ଆୟୁବ ପୁସ୍ତକ 33:14

କିନ୍ତୁ ହୁଏତ ପରମେଶ୍ବର ଏପରି ଭାବରେ କହନ୍ତି ଯେ ମନୁଷ୍ଯମାନେ ବୁଝିପାରନ୍ତି ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:11

ମୁଁ ଯେତବେେଳେ ଶିଖୁଥିଲି, ମୁଁ ଶିଶୁ ପରି କହୁଥିଲି, ମୁଁ ଶିଶୁ ପରି ବିଚାର କରୁଥିଲି, ମୁଁ ଶିଶୁ ପରି ଯୋଜନା କରୁଥିଲି। ଯେତବେେଳେ ମୁଁ ବୟସ୍କ ହଲିେ, ମୁଁ ସହେି ଶିଶୁ ବଳରେ କଥାଗୁଡ଼ିକୁ ଛାଡ଼ି ଦଲେି।

Interlinear

Choose Theme