Home Bibles ଆଦି ପୁସ୍ତକ 36:43 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 36:43 · ଓଡ଼ିଆ ବାଇବେଲ

ମୂଖ୍ଯ ମିବ୍ସର, ମୂଖ୍ଯ ମଗ୍ଦୀଯଲେ, ମୂଖ୍ଯ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶ ରେ ବସତି ସ୍ଥାନାନୁସା ରେ ଇଦୋମର ମୂଖ୍ଯ ଗଣ ତାଲିକା ଅନୁସାରେ ଥିଲେ। ଇଦୋମୀଯମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।

Cross references

ଆଦି ପୁସ୍ତକ 25:12

ଏହା ସାରାର ମିଶରୀଯା ଦାସୀ ହାଗାରର ପୁତ୍ର, ଇଶ୍ମାଯଲଙ୍କେର ପରିବାରର ତାଲିକା ଅଟେ।

ଆଦି ପୁସ୍ତକ 25:30

ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।

ଆଦି ପୁସ୍ତକ 36:7

ଏଷୌ ତା'ର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତା'ର ଧନ ସମ୍ପତ୍ତି ଥିଲା ତାକୁ ଧରି ସଯେୀର ପର୍ବତ ରେ ବାସ କଲେ।

ଆଦି ପୁସ୍ତକ 36:8

ଏଷୌ ମଧ୍ଯ ଇଦୋମ ନାମ ରେ ଡ଼କା ଯାଉଥିଲା। ଏବଂ ଏହିନାମ ସଯେୀର ରେ ରହିଲା।

ଆଦି ପୁସ୍ତକ 36:9

ସଯେୀର ପର୍ବତସ୍ଥ ଇଦୋମୀଯମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।

ଆଦି ପୁସ୍ତକ 36:15

ଏଷୌର ସନ୍ତାନମାନଙ୍କ ପରିବାରବର୍ଗ।

ଆଦି ପୁସ୍ତକ 36:18

ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।

ଆଦି ପୁସ୍ତକ 36:30

ଦିଶୋନ୍ ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସଯେୀର ଦେଶର ହୋରୀଯ ବଂଶଜ ରାଜା।

ଆଦି ପୁସ୍ତକ 45:8

ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ବରଙ୍କ ଯୋଜନା। ପରମେଶ୍ବର ମାେତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।

ଯାତ୍ରା ପୁସ୍ତକ 15:15

ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।

ଗଣନା ପୁସ୍ତକ 20:14

ଅନନ୍ତର ମାଶାେ କାଦେଶରୁ ଇଦୋମୀଯ ରାଜା ନିକଟକୁ ଦୂତମାନଙ୍କ ଦ୍ବାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇଶ୍ରାୟେଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଲେଶ ଘଟି ଅଛି ଜାଣ।

ଦିତୀୟ ବିବରଣ 2:5

ସମାନଙ୍କେ ସହିତ ୟକ୍ସ୍ଟଦ୍ଧକର ନାହିଁ, ମୁ ତୁମ୍ଭମାନଙ୍କୁ ସହେି ଦେଶ ଦବେି ନାହିଁ। ଏପରିକି ସହେି ଭୂମିରକ୍ସ୍ଟ ପାଦେ ମଧ୍ଯ ଭୂମି ତୁମ୍ଭମାନଙ୍କୁ ଦବେିନାହିଁ। କାରଣ ମୁ ସହେି ପର୍ବତମଯ ଦେଶ ସଯେୀରକକ୍ସ୍ଟ, ଏଷୌକକ୍ସ୍ଟ ଉତ୍ତରାଧିକାରୀ ସକ୍ସ୍ଟତ୍ର ରେ ଦଇେଅଛି।

ପ୍ରଥମ ବଂଶାବଳୀ 4:14

ମିୟନୋଥୟ ଅଫ୍ରାଙ୍କର ପିତା ଥିଲେ।

Interlinear

Choose Theme