ଏଷୌ ମଧ୍ଯ ଇଦୋମ ନାମ ରେ ଡ଼କା ଯାଉଥିଲା। ଏବଂ ଏହିନାମ ସଯେୀର ରେ ରହିଲା।
Cross references
ପ୍ରାନ୍ତର ନିକଟସ୍ଥ ଏଲ୍ପାରଣ ପର୍ୟ୍ଯନ୍ତ ସଯେୀର ପର୍ବତ ନିବାସୀ ହୋରୀଯ ଲୋକମାନଙ୍କୁ ଜଯ କଲେ।
ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।
ଯାକୁବ ଭାଇ ଏଷୌ ସଯେୀର ଅଞ୍ଚଳ ରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମଯ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।
ଯାକୁବ ଦୂତମାନଙ୍କୁ କହିଲେ, ଏହି କଥା ମାରେ ଜେଷ୍ଠ ଭ୍ରାତା ଏଷୌଙ୍କୁ କୁହ, 'ତୁମ୍ଭର ଦାସ ଯାକୁବ କହିଲା, ଏହି ଦିନଗୁଡ଼ିକ ମୁଁ ଲାବନ ସହିତ ବାସ କରିଛି।
ଏହା ଏଷୌଙ୍କ ପରିବାରର ଇତିହାସ ତାଙ୍କର ଅନ୍ୟ ନାମ (ଇଦୋମ)।
ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ଏମାନେ ସମାନଙ୍କେର ପରିବାରର ମୂଖ୍ଯ।
ମୂଖ୍ଯ ମିବ୍ସର, ମୂଖ୍ଯ ମଗ୍ଦୀଯଲେ, ମୂଖ୍ଯ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶ ରେ ବସତି ସ୍ଥାନାନୁସା ରେ ଇଦୋମର ମୂଖ୍ଯ ଗଣ ତାଲିକା ଅନୁସାରେ ଥିଲେ। ଇଦୋମୀଯମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।
ସମାନଙ୍କେ ସହିତ ୟକ୍ସ୍ଟଦ୍ଧକର ନାହିଁ, ମୁ ତୁମ୍ଭମାନଙ୍କୁ ସହେି ଦେଶ ଦବେି ନାହିଁ। ଏପରିକି ସହେି ଭୂମିରକ୍ସ୍ଟ ପାଦେ ମଧ୍ଯ ଭୂମି ତୁମ୍ଭମାନଙ୍କୁ ଦବେିନାହିଁ। କାରଣ ମୁ ସହେି ପର୍ବତମଯ ଦେଶ ସଯେୀରକକ୍ସ୍ଟ, ଏଷୌକକ୍ସ୍ଟ ଉତ୍ତରାଧିକାରୀ ସକ୍ସ୍ଟତ୍ର ରେ ଦଇେଅଛି।
ଏବଂ ଇସ୍ହାକକକ୍ସ୍ଟ ଦକ୍ସ୍ଟଇଟି ପକ୍ସ୍ଟତ୍ର ଦଲେି, ସମାନେେ ହେଲେ, ୟାକକ୍ସ୍ଟବ ଓ ଏଷୌ। ଏବଂ ଏଷୌକକ୍ସ୍ଟ ସଯେୀର ପର୍ବତ ଓ ତା'ର ପାଶର୍ବବର୍ତ୍ତୀ ଭୂମି ଦଲେି। ୟାକକ୍ସ୍ଟବ ଏବଂ ତାଙ୍କର ସନ୍ତାନମାନେ ସଠାେରେ ବାସ କଲେ ନାହିଁ। ସମାନେେ ବାସ କରିବାକୁ ମିଶରକକ୍ସ୍ଟ ପଳାଇ ଗଲେ।
ଶାଉଲ ସମଗ୍ର ଇଶ୍ରାୟେଲକକ୍ସ୍ଟ ନିଯନ୍ତ୍ରଣ କଲେ। ଶାଉଲ ଇଶ୍ରାୟେଲ ଚତକ୍ସ୍ଟର୍ଦ୍ଦିଗସ୍ଥିତ ସମସ୍ତ ଶତୃ ସହିତ ଅର୍ଥାତ୍ ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମସ୍ତ ଶତୃଙ୍କକ୍ସ୍ଟ ପରାସ୍ତ କଲେ।
ଶିମିୟୋନଙ୍କ ପରିବାରବର୍ଗର 500 ଲୋକ ସଯେୀରର ପାର୍ବତ୍ଯମଯ ଦେଶକୁ ଗମନ କଲେ। ୟିଶଯିଙ୍କର ପୁତ୍ରମାନେ ସହେି ଲୋକମାନଙ୍କୁ ପଥ କଢ଼ାଇ ନଇଗେଲେ। ସହେି ପୁତ୍ରମାନେ ଥିଲେ : ପ୍ଲଟିଯ, ନିଯଶଯ, ରଫାଯ ଓ ଉଷୀଯଲେ। ଶିମଯୋନୀଯ ଲୋକମାନେ ସହେି ସ୍ଥାନ ରେ ବାସ କରୁଥିବା ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।
କିନ୍ତୁ ଦେଖ, ବର୍ତ୍ତମାନ ଏହି ସ୍ଥାନ ରେ ଅମ୍ ନୋନ, ମାୟୋବ୍ ଓ ସଯେୀର ପର୍ବତ ନିକଟର ଲୋକମାନେ ଉପସ୍ଥିତ ହାଇେଛନ୍ତି। ଇଶ୍ରାୟେଲ ଲୋକମାନେ ଯେତବେେଳେ ମିଶରରୁ ବାହାରି ଆସିଲେ, ତୁମ୍ଭେ ସମାନଙ୍କେୁ ସମାନଙ୍କେର ଦେଶ ରେ ପ୍ରବେଶ କରିବାକୁ ଦଲେ ନାହିଁ। ତେଣୁ ଇଶ୍ରାୟେଲର ଲୋକମାନେ ପଳାଇଗଲେ ଓ ସହେି ଲୋକମାନଙ୍କୁ ମଧ୍ଯ ବିନଷ୍ଟ କଲ ନାହିଁ।
ଅେମ୍ମାନୀୟ ଓ ମାୟୋବୀଯମାନେ ସଯେୀର ପାର୍ବତ୍ଯାଞ୍ଚଳର ଲୋକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ଆରମ୍ଭ କରି ଦେଲେ। ଅମ୍ନୋନୀଯ ଓ ମାୟୋବୀଯମାନେ ସଯେୀର ପାର୍ବତ୍ଯାଞ୍ଚଳର ଲୋକଙ୍କୁ ହତ୍ଯା ଓ ବିନାଶ କଲେ। ସମାନେେ ସଯେୀରର୍ ଲୋକମାନଙ୍କୁ ହତ୍ଯା କରିବା ପରେ, ପରସ୍ପରକୁ ହତ୍ଯା କଲେ।
ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସଯେୀର ପର୍ବତ ଆଡ଼େ ମୁଖ ରଖ ଓ ତାହା ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କରି ଏହା କୁହ,
ଏହା ଓବଦିଯଙ୍କର ଦର୍ଶନ ଅଟେ। ମାରେ ପ୍ରଭୁ ସଦାପ୍ରଭୁ ଇଦୋମଙ୍କ ବିଷଯ ରେ ଯାହା କହନ୍ତି।
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'
ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡିକୁ ଧ୍ବଂସ କଲୁ। ଏଷୌର ମାତୃଭୂମି ଧ୍ବଂସ ପାଇଲା ଏବଂ ସଠାେ ରେ କବଳେ ଶୃଗାଳ ବାସ କରିଲେ।