ଆଦି ପୁସ୍ତକ 36:30 · ଓଡ଼ିଆ ବାଇବେଲ
ଦିଶୋନ୍ ଏତ୍ସର୍ ଓ ଦୀଶନ୍, ଏମାନେ ଥିଲେ ଏଦୋମର ସଯେୀର ଦେଶର ହୋରୀଯ ବଂଶଜ ରାଜା।
Cross references
ଦିତୀୟ ରାଜାବଳୀ 11:19
ପୁଣି ସେ ଯାଜକ ସନୋପତିମାନଙ୍କୁ, କରୀଯମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଚାଲି ରେ। ସମାନେେ ପ୍ରହରୀବର୍ଗର ଦ୍ବାର ଦଇେ ରାଜଗୃହକୁ ଆସିଲେ। ତା'ପରେ ୟୋଯାଶ ସିଂହାସନ ଉପରେ ଉପବିଷ୍ଟ ହେଲେ।
ଯିଶାଇୟ 23:15
ସୋର ବିଷଯ ରେ ଲୋକେ ସତୁରି ବର୍ଷ ପର୍ୟ୍ଯନ୍ତ ବିସ୍ତୃତ ହବେେ। ତାହା ଏକ ରାଜାଙ୍କର ଅଧିକାର ସମୟର ପ୍ରମାଣ। ସତୁରି ବର୍ଷ ପ ରେ ସୋର ପ୍ରତି ବେଶ୍ଯାର ଗୀତ ଅନୁୟାଯୀ ଘଟିବ।
ଦାନିଏଲ 7:17
' ସହେି ଗ୍ଭରି ବୃହତ ପଶୁ ଗ୍ଭରି ରାଜା ଅଟନ୍ତି। ଆଉ ସମାନେେ ଏହି ପୃଥିବୀରୁ ଉତ୍ପନ୍ନ ହବେେ।
ଦାନିଏଲ 7:23
ଆଉ ସେ ମାେତେ ବୁଝାଇ କହିଲେ, 'ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ଯ ହବେ, ତାହା ଅନ୍ୟ ସମସ୍ତ ରାଜ୍ଯଠାରୁ ଭିନ୍ନ ହବେ ଓ ସମୁଦାଯ ପୃଥିବୀକୁ ଗ୍ରାସ କରିବ। ଆଉ ପାଦ ରେ ଦଳି ଖଣ୍ତ ଖଣ୍ତ କରି ତାହା ଭାଙ୍ଗି ପକାଇବ।