Home Bibles ଆଦି ପୁସ୍ତକ 36:7 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 36:7 · ଓଡ଼ିଆ ବାଇବେଲ

ଏଷୌ ତା'ର ସ୍ତ୍ରୀମାନଙ୍କୁ, ପୁତ୍ରମାନଙ୍କୁ, ଝିଅମାନଙ୍କୁ, ସମସ୍ତ ଦାସଦାସୀମାନଙ୍କୁ, ଗାଈ ଏବଂ ସମସ୍ତ ପଶୁମାନଙ୍କୁ ଏବଂ ତା'ର ଧନ ସମ୍ପତ୍ତି ଥିଲା ତାକୁ ଧରି ସଯେୀର ପର୍ବତ ରେ ବାସ କଲେ।

Cross references

ଆଦି ପୁସ୍ତକ 13:6

ଅବ୍ରାମ ଓ ଲୋଟଙ୍କର ବହୁତ ପଶୁ ଓ ତମ୍ବୁମାନ ଥିବାରୁ ସମାନେେ ସଠାେରେ ଆଉ ଏକତ୍ର ବାସ କରିବା ଉପଯୋଗୀ ହେଲାନାହିଁ।

ଆଦି ପୁସ୍ତକ 13:11

ତେଣୁ ଲୋଟ ୟର୍ଦ୍ଦନ ଉପତ୍ୟକାକୁ ବାଛିଲେ। ଏହି ଦୁଇଲୋକ ଅଲଗା ହାଇଗେଲେ ଓ ଲୋଟ ପୂର୍ବଦିଗକୁ ୟାତ୍ରା କଲେ।

ଆଦି ପୁସ୍ତକ 17:8

ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶ ରେ ଅସ୍ଥାଯୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହବେ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦବେି ଏବଂ ମୁଁ ସମାନଙ୍କେର ପରମେଶ୍ବର ହବେି।

ଆଦି ପୁସ୍ତକ 28:4

ପରମେଶ୍ବର ଅବ୍ରହାମଙ୍କୁ ସେ ଆଶୀର୍ବାଦ କଲା ପରି ତୁମ୍ଭଠା ରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉ। ତହିଁରେ ପରମେଶ୍ବର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠା ରେ ତୁମ୍ଭେ ବାସ କରୁଛ। ବର୍ତ୍ତମାନ, ତାହା ପରମେଶ୍ବର ଅବ୍ରହାମଙ୍କୁ ଦଇେଥିଲେ।

ଏବ୍ରୀ 11:9

ପରମେଶ୍ବର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସହେି ସ୍ଥାନ ରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ବାସ ଥିବା ହତେୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ ରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ଯ

Interlinear

Choose Theme