Home Bibles ଆଦି ପୁସ୍ତକ 30:10 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 30:10 · ଓଡ଼ିଆ ବାଇବେଲ

ଏହାପରେ ସିଳ୍ପା ଏକ ପିଲା ଜନ୍ମ କଲା।

Cross references

ଗଣନା ପୁସ୍ତକ 1:24

ଗାଦର ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 32:1

ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।

ଯିହିଜିକଲ 48:27

ବିନ୍ଯାମୀନ,ଶିମିଯୋନ, ଈଷାଖର, ସବଲୁନ ଓ ଗାଦ।

Interlinear

Choose Theme