Home Bibles ଆଦି ପୁସ୍ତକ 29:24 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 29:24 · ଓଡ଼ିଆ ବାଇବେଲ

ଆଉ ଲାବନ ଆପଣା କନ୍ଯା ଲୟୋର ଦାସୀ ହବୋ ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦଲୋ।

Cross references

ଆଦି ପୁସ୍ତକ 16:1

ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀଯ ଦାସୀ ଥିଲା।

ଆଦି ପୁସ୍ତକ 24:59

ତେଣୁ ସମାନେେ ଅବ୍ରହାମଙ୍କର ଭୃତ୍ଯ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସବେୀକା ମଧ୍ଯ ତାଙ୍କ ସହିତ ଗଲା।

ଆଦି ପୁସ୍ତକ 30:9

ଲୟୋ ଦେଖିଲା ସେ ଆଉ ପିଲା ଜନ୍ମ କରିପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବକୁ ଦଲୋ।

ଆଦି ପୁସ୍ତକ 35:26

ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।

ଆଦି ପୁସ୍ତକ 46:18

ଏମାନେ ସିଳ୍ପାର ପୁତ୍ରଗୁଡ଼ିକ ଥିଲେ। ଲାବନ ତାଙ୍କର କନ୍ଯା ଲୟୋକୁ, ସିଳ୍ପାକୁ ସବେିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହାଇେଥିଲେ।

Interlinear

Choose Theme