Home Bibles ଆଦି ପୁସ୍ତକ 46:18 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 46:18 · ଓଡ଼ିଆ ବାଇବେଲ

ଏମାନେ ସିଳ୍ପାର ପୁତ୍ରଗୁଡ଼ିକ ଥିଲେ। ଲାବନ ତାଙ୍କର କନ୍ଯା ଲୟୋକୁ, ସିଳ୍ପାକୁ ସବେିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହାଇେଥିଲେ।

Cross references

ଆଦି ପୁସ୍ତକ 29:24

ଆଉ ଲାବନ ଆପଣା କନ୍ଯା ଲୟୋର ଦାସୀ ହବୋ ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦଲୋ।

ଆଦି ପୁସ୍ତକ 30:9

ଲୟୋ ଦେଖିଲା ସେ ଆଉ ପିଲା ଜନ୍ମ କରିପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବକୁ ଦଲୋ।

ଆଦି ପୁସ୍ତକ 35:26

ଗାଦ୍ ଓ ଆଶରେ ଲୟୋର ଦାସୀ ସିଳ୍ପାର ପୁତ୍ରଗଣ।

ଯାତ୍ରା ପୁସ୍ତକ 1:4

ଦାନ, ନପ୍ତାଲି, ଗାଦ୍ ଓ ଆଶରେ।

Interlinear

Choose Theme