ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।
Cross references
କିନ୍ତୁ ଅବ୍ରାମ କହିଲେ, ହେ ସଦାପ୍ରଭୁ, ମାରେ ପ୍ରଭୁ ମୁଁ ଯେ ଏ ଦେଶର ଅଧିକାରୀ ହବେି, ତାହା ମୁଁ କିପରି ଜାଣିବି?
ସେ କିଛି ଜଳପାନ କରିବାକୁ ଦଇେ ରିବିକା କହିଲା, ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।
ସହେି କନ୍ଯାଟି ସତେ ସ୍ବତନ୍ତ୍ର ଦରଣର ଉତ୍ତର ଦଇେ କହିବ, ପାଣି ପିଅନ୍ତୁ। ଏବଂ ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଣପାନ କରାଇବି। ଏହି ଉପାଯ ରେ ମୁଁ ଜାଣିବି ଯେ ସହେି ଝିଅଟି ସଦାପ୍ରଭୁ ମାରେ ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।'
ଏହାପରେ ମାଶାେ ପରମେଶ୍ବରଙ୍କୁ ଉତ୍ତର ଦେଲେ, କିନ୍ତୁ ଇଶ୍ରାୟେଲର ଲୋକମାନେ ମାେତେ ବିଶ୍ବାସ କରିବେ ନାହିଁ, ଯେତବେେଳେ ତୁମ୍ଭେ ମାେତେ ପଠାଇଛ ବୋଲି ମୁଁ କହିବି। ସମାନେେ କହିବେ, 'ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦଇେ ନାହାଁନ୍ତି।'
ଏହିପରେ ଗିଦ୍ଦିୟୋନ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭେ ମାେ' ପ୍ରତି ସନ୍ତକ୍ସ୍ଟଷ୍ଟ, ତବେେ ମାେତେ ପ୍ରମାଣ ଦିଅ ଯେ ଏହା ପ୍ରକୃତ ରେ ତୁମ୍ଭେ ମାେ ସହିତ କଥାବାର୍ତ୍ତା ହେଉଛନ୍ତି।
ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।
ଗିଦ୍ଦିୟୋନ ସଠାେରେ ଉପସ୍ଥିତ ହାଇେ ଶୁଣିଲେ ଯେ, ଜଣେ ତାଙ୍କର ସାଙ୍ଗକକ୍ସ୍ଟ ଏକ ସ୍ବପ୍ନ ବିଷଯ ରେ କହକ୍ସ୍ଟଥିଲା, ସେ କହିଲା, ମୁ ସ୍ବପ୍ନ ଦେଖିଲି, ଏକ ୟବରୋଟୀ ମିଦିଯନୀଯ ଛାଉଣୀ ଆଡକକ୍ସ୍ଟ ଗଡି ତୁମ୍ଭକୁ ଆସି ଆଘାତ କଲା, ତାହା ପଡିଗଲା, ତାକକ୍ସ୍ଟ ଓଲଟାଇଲା ପରେ ତମ୍ବୁମାନ ପଡିଗଲା।
ତେଣୁ ସମାନେେ ତାହାକକ୍ସ୍ଟ କହିଲେ, ଆମ୍ଭମାନେେ ତୁମ୍ଭକୁ ବିନଯ କରୁଅଛକ୍ସ୍ଟ। ପରମେଶ୍ବରଙ୍କ ନିକଟରେ ପ୍ରଗ୍ଭର ଆମ୍ଭମାନଙ୍କ ୟିବା ବାଟରେ ମଙ୍ଗଳ ହବେ କି ନାହିଁ। ତାହା ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ।
ସେଥିପାଇଁ ଗୋଟିଏ ନୂଆ ଶଗଡ ପ୍ରସ୍ତକ୍ସ୍ଟତ କର, ଦକ୍ସ୍ଟଇଟି ୟକ୍ସ୍ଟଆଳି ୟୋଚ ହାଇେ ନଥିବା ଦକ୍ସ୍ଟହାଳି ଗାଈ ଆଣ। ଏହିପରି ଦକ୍ସ୍ଟଇଗାଭୀ ଶଗଡ ରେ ୟୋଚ ଓ ସମାନଙ୍କେଠାରକ୍ସ୍ଟ ସମାନଙ୍କେ ବାଛକ୍ସ୍ଟରିକି ଗକ୍ସ୍ଟହାଳ ରେ ଭର୍ତ୍ତୀ କର।
ଆଜି ତୁମ୍ଭେ ମାେତେ ଏଠି ଛାଡି ଗଲାପରେ ବିନ୍ଯାମୀନ ସୀମାର ସେଲଠା ରେ ରାହେଲ କବର ନିକଟରେ ଦକ୍ସ୍ଟଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦକ୍ସ୍ଟଇଜଣ ତୁମ୍ଭକୁ କହିବେ, 'ତୁମ୍ଭେ ଯେଉଁ ଗଧମାନଙ୍କୁ ଖାଜେକ୍ସ୍ଟଥିଲ, ସମାନେେ ମିଳିଛନ୍ତି। ତକ୍ସ୍ଟମ୍ଭ ବାପା ଗଧମାନଙ୍କ ପାଇଁ ବ୍ଯସ୍ତ ନିହଁନ୍ତି ବରଂ ତକ୍ସ୍ଟମ୍ଭପାଇଁ ଅଟନ୍ତି ଓ କହନ୍ତି, ମାେ ପକ୍ସ୍ଟଅ ପାଇଁ ମୁ କ'ଣ କରିବି।'
ଯୋନାଥନ ଉତ୍ତର ଦେଲେ, ଆମ୍ଭେ ସେ ଉପତ୍ୟକାକକ୍ସ୍ଟ ଅତୀକ୍ରମ କରିବା ଓ ପଲେଷ୍ଟୀୟମାନଙ୍କୁ ଆମ୍ଭଙ୍କକ୍ସ୍ଟ ଦେଖିବାକକ୍ସ୍ଟ ଦବୋ।
ଯଦି ପଲେଷ୍ଟୀୟମାନେ ଆମ୍ଭକକ୍ସ୍ଟ କହିବେ 'ଆମ୍ଭମାନଙ୍କ ପାଖକକ୍ସ୍ଟ ଉଠିଆସ' ତବେେ ଆମ୍ଭେ ସମାନଙ୍କେ ପାଖକକ୍ସ୍ଟ ୟିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ଦଇେଛନ୍ତି। ଆଉ ଏହା ଏକ ପରାଜଯର ଚିହ୍ନ ହବେ।
ଯଦି ତୁମ୍ଭର ବାପା କହନ୍ତି, 'ଠିକ୍ ଅଛି,' ମୁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତବେେ ତୁମ୍ଭେ ଜାଣିବ ଯେ ସେ ମାେତେ ମାରିବାକକ୍ସ୍ଟ ସ୍ଥିର କରିଛନ୍ତି।
ତୁମ୍ଭମାନେେ ସହେି ତୂତ୍ବୃକ୍ଷ ତାଟୋ ଉପରେ ୈସନ୍ଯମାନଙ୍କର ପଦାଗ୍ଭରଣର ଶଦ୍ଦ ପରି ଶଦ୍ଦ ଶକ୍ସ୍ଟଣିପାରିବ। ତବେେ ତୁମ୍ଭମାନେେ ସମାନଙ୍କେୁ ଶିଘ୍ର ଆକ୍ରମଣ କରିବ, କାରଣ ସହେି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଯିବେ ଏବଂ ତୁମ୍ଭମାନଙ୍କ ସକାେଶ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବେ।
ଯୋୟାବ ଅମାସାକକ୍ସ୍ଟ ପଗ୍ଭରିଲା, କି ଭାଇ ତୁମ୍ଭର ମଙ୍ଗଳ?
ହିଜକିଯ ଯିଶାଇୟଙ୍କୁ କହିଲେ, ସଦାପ୍ରଭୁ ଯେ ମାେତେ ଆରୋଗ୍ୟ କରିବେ ଓ ତୃତୀୟ ଦିନ ରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି, ଏହାର କି ସୂଚନା ଅଛି?
ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।
ସସ କହିଲଲ, ଏ ଗୁଡ଼ିକ ସତ୍ଯସବାଲି ତୁମ୍ଲଭ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ।ସସହି ଚିହ୍ନ ଅଧୋଲଲାକରୁସହଉ କିମ୍ବା ଉର୍ଦ୍ଧଲଲାକରୁସହଉ ସଦାପ୍ରଭୁଙ୍କୁସସହି ଚିହ୍ନ ମାଗ।'
ପରମେଶ୍ବର ଜାଣନ୍ତି ଯେ ଏହା ସତ୍ଯ। ପରମେଶ୍ବରଙ୍କ ପୁତ୍ରଙ୍କ ବିଷୟ ରେ ସୁସମାଚ଼ାର ଲୋକମାନଙ୍କୁ ଶୁଣାଇବା ଦ୍ବାରା ମୁଁ ପରମେଶ୍ବରଙ୍କୁ ମାେ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ୟିବା ପାଇଁ ମାେତେ ଅନୁମତି ମିଳୁ। ପରମେଶ୍ବର ଇଚ୍ଛା କଲେ ଏହା ସମ୍ଭବ ହବେ।