ଯଦି ତୁମ୍ଭର ବାପା କହନ୍ତି, 'ଠିକ୍ ଅଛି,' ମୁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତବେେ ତୁମ୍ଭେ ଜାଣିବ ଯେ ସେ ମାେତେ ମାରିବାକକ୍ସ୍ଟ ସ୍ଥିର କରିଛନ୍ତି।
Cross references
ମୁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁ ତୁମ୍ଭମାନଙ୍କର ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଜଣେ କରି ବାରଜଣଙ୍କକ୍ସ୍ଟ ବାଛିଲି।
ଯୋନାଥନ କହିଲେ, କଦାପି ନକ୍ସ୍ଟ ହେଁ। ଯଦି ମୁ ଏହା ଜାଣେ ଯେ ମାରେ ବାପା ତୁମ୍ଭକୁ ମାରିବାକକ୍ସ୍ଟ ଯୋଜନା କରିଛନ୍ତି ତବେେ ମୁ ତୁମ୍ଭକୁ ସତର୍କ କରାଇ ଦବେି।
ବର୍ତ୍ତମାନ ଚିନ୍ତାକର ଓ ବର୍ତ୍ତମାନ କ'ଣ କରାୟାଇପାରିବ ସ୍ଥିର କର। ଆମର ସ୍ବାମୀ ଓ ତାଙ୍କର ସମସ୍ତ ପରିବାର ପ୍ରତି ଭୟଙ୍କର ବିପତ୍ତି ଆସକ୍ସ୍ଟଅଛି। ଏପରି ଦକ୍ସ୍ଟଷ୍ଟ ବ୍ଯକ୍ତିକକ୍ସ୍ଟ କହେି କିଛି କହି ନ ପା ରେ, କାଳେ ସେ ତା'ର ମନ ପରବର୍ତ୍ତନ କରିବ।
ଏ କଥା ଅବଶା ଲୋମ ଓ ତାଙ୍କର ସମସ୍ତ ଇଶ୍ରାୟେଲର ନତେୃବର୍ଗମାନଙ୍କର ମନକକ୍ସ୍ଟ ପାଇଲା।
ଆଉ ରାଜା କୋର୍ଧ ରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ ହାଇେଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।