ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।
Cross references
ସଦାପ୍ରଭୁ ସ୍ବର୍ଗର ପରମେଶ୍ବର ମାେତେ ମାରେ ଜନ୍ମ ସ୍ଥାନରୁ ମାେ ପିତାଙ୍କ ପରିବାର ଏଠାକୁ ଆଣିଛନ୍ତି। ସହେି ସ୍ଥାନ ମାରେପରିବାରମାନଙ୍କ ପାଇଁ ମାରେ ପିତା। କିନ୍ତୁ ସଦାପ୍ରଭୁ ପ୍ରତିଜ୍ଞା କରିଛନ୍ତି, ଏହିଭୂମି ମାରେ ପରିବାର ପାଇଁ ହବେ। ସଦାପ୍ରଭୁ ଜଣେ ତାଙ୍କ ଦୂତଙ୍କୁ ତୁମ୍ଭ ସହିତ ପଠାଇପାରନ୍ତି। ମାରେ ପୁଅ ପାଇଁ ଏକ ସ୍ତ୍ରୀ ଖାଜେି ଆଣିବା ନିମନ୍ତେ।
ସହେି କନ୍ଯାଟି ସତେ ସ୍ବତନ୍ତ୍ର ଦରଣର ଉତ୍ତର ଦଇେ କହିବ, ପାଣି ପିଅନ୍ତୁ। ଏବଂ ମୁଁ ମଧ୍ଯ ତୁମ୍ଭ ଓଟମାନଙ୍କୁ ଜଣପାନ କରାଇବି। ଏହି ଉପାଯ ରେ ମୁଁ ଜାଣିବି ଯେ ସହେି ଝିଅଟି ସଦାପ୍ରଭୁ ମାରେ ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।'
ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।
ଯେତବେେଳେ ସହେି ଲୋକ ତା'ର ସଐତ୍ତି ବାଣ୍ଟିବ ତା'ର ପିଲାମାନଙ୍କ ମଧିଅରେ ଜ୍ଯୈଷ୍ଠତାର ଅଧିକାର ସେ ପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଦଇପୋରିବ ନାହିଁ।
ଏହିପରି ଭାବରେ ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନକ୍ସ୍ଟସା ରେ, ଯିହାଶୂେୟ ସେ ଇଶ୍ରାୟେଲର ସମସ୍ତ ଦେଶ ହସ୍ତଗତ କଲେ ଓ ଯିହାଶୂେୟ ପ୍ରେତ୍ୟକକ ବଂଶର ବିଭାଗନକ୍ସ୍ଟସା ରେ ଅଧିକାର କରିବାକୁ ଇଶ୍ରାୟେଲକକ୍ସ୍ଟ ତାହା ଦେଲେ। ତେଣୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।
ସେ ଲୋକ ଜଣକର ନାମ ନାବଲ ଥିଲା ଏବଂ ତାଙ୍କ ସ୍ତ୍ରୀର ନାମ ଅବୀଗଲ ଥିଲା, ସେ ଭାରି ସକ୍ସ୍ଟନ୍ଦରୀ ଓ ବକ୍ସ୍ଟଦ୍ଧିମତୀ ମଧ୍ଯ ଥିଲେ। କିନ୍ତୁ ନାବଲ୍ ଭାରି ନିର୍ଦ୍ଦଯ ଓ ପାପିଷ୍ଠ ଥିଲେ। ସେ କାଲବେ ପରିବାରର ଥିଲେ।
ତୁମ୍ଭର ପ୍ରେତ୍ୟକକ କାର୍ୟ୍ଯ ରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ।
ଉତ୍ତମ ଲୋକ ଆପଣା ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିୟାଏ। ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।
ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।
ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।
ସେ ଜ୍ଞାନପୂର୍ଣ୍ଣ କଥା କ ହେ। ସେ ଲୋକମାନଙ୍କୁ ଦୟା ଓ କରୁଣା ଶିକ୍ଷା ଦିଏ।
ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ୟିବା ପାଇଁ ପ୍ରସ୍ତୁତ। ଓ ମୁଁ ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ହବେି ନାହିଁ। ତୁମ୍ଭମାନଙ୍କର ଥିବା ସମ୍ପତ୍ତିରୁ ମୁଁ କିଛି ଇଚ୍ଛା କରେ ନାହିଁ। ପ୍ରତି ବଦଳ ରେ ମୁଁ ତୁମ୍ଭମାନଙ୍କୁ ଚା ହେଁ। ସନ୍ତାନମାନଙ୍କର ନିଜ ମାତାପିତା ଲାଗି କୌଣସି ସଞ୍ଚୟର ଆବଶ୍ଯକତା ନ ଥାଏ, କିନ୍ତୁ ସନ୍ତାନମାନଙ୍କ ଲାଗି ପିତାମାତା ସଞ୍ଚୟ କରନ୍ତି।
ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।