Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 6:37 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 6:37 · ଓଡ଼ିଆ ବାଇବେଲ

ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।

Cross references

ଆଦି ପୁସ୍ତକ 24:14

ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।

ଦିତୀୟ ବିବରଣ 32:2

ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।

ଗୀତସଂହିତା 72:6

ଭୂମିରେ ବୃଷ୍ଟି ତୁଲ୍ଯ, ଭୂମି ସଚେନକାରୀ ଜଳଧାରା ତୁଲ୍ଯ ତୁମ୍ଭେ ରାଜାଙ୍କୁ ସହାୟ ହୁଅ। କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହବୋ ପାଇଁ ତାଙ୍କୁ ସାହାୟ୍ଯ କର।

ଗୀତସଂହିତା 147:19

ପରମେଶ୍ବର ୟାକୁବକୁ ଆପଣା ଆଦେଶ ଦେଲେ, ପରମେଶ୍ବର ଇଶ୍ରାୟେଲ ପ୍ରତି ଆପଣା ବ୍ଯବସ୍ଥା ଓ ବିଧି ପ୍ରକାଶ କଲେ !

ହୋଶେୟ 6:3

ଆସ, ସଦାପ୍ରଭୁଙ୍କ ସମ୍ବନ୍ଧ ରେ ଅଧ୍ଯଯନ କରିବା। ତାଙ୍କ ସମ୍ବନ୍ଧ ରେ ଅଧିକ ଜାଣିବା ପାଇଁ କଠାେର ଅଧ୍ଯବସାଯ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମଯ କଲା ପରି ପରମେଶ୍ବର ଆମ୍ଭମାନଙ୍କ ନିକଟକୁ ଆସିବେ।

ହୋଶେୟ 14:5

ଇଶ୍ରାୟେଲ ପାଇଁ ଆମ୍ଭେ କୁହୁଡି ପରି ହବୋ। ଇଶ୍ରାୟେଲ କଇଁଫୁଲ ପରି ଫୁଟିବ। ସେ ଲିବାନୋନର ଦବଦୋରୁ ଗଛପରି ବଢିବ।

ମାଥିଉଲିଖିତ ସୁସମାଚାର 10:5

ଏହି ବାରଜଣ ଶିଷ୍ଯଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: କୌଣସି ଅଣଯିହୂଦୀ ଅଞ୍ଚଳକୁ ୟିବନାହିଁ କି ଶମିରୋଣର କୌଣସି ନଗର ରେ ପ୍ରବେଶ କରିବନାହିଁ।

ମାଥିଉଲିଖିତ ସୁସମାଚାର 15:24

ଯୀଶୁ କହିଲେ, ପରମେଶ୍ବର ମାେତେ କବଳେ ଇଶ୍ରାୟେଲର ହଜିଯାଇଥିବା ଲୋକ(ଯିହୂଦୀ)ମାନଙ୍କ ପାଇଁ ପଠାଇଛନ୍ତି।

Interlinear

Choose Theme