Home Bibles ବିଚାରକର୍ତାମାନଙ୍କ ବିବରଣ 18:5 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 18:5 · ଓଡ଼ିଆ ବାଇବେଲ

ତେଣୁ ସମାନେେ ତାହାକକ୍ସ୍ଟ କହିଲେ, ଆମ୍ଭମାନେେ ତୁମ୍ଭକୁ ବିନଯ କରୁଅଛକ୍ସ୍ଟ। ପରମେଶ୍ବରଙ୍କ ନିକଟରେ ପ୍ରଗ୍ଭର ଆମ୍ଭମାନଙ୍କ ୟିବା ବାଟରେ ମଙ୍ଗଳ ହବେ କି ନାହିଁ। ତାହା ଆମ୍ଭେ ଜାଣିବାକକ୍ସ୍ଟ ଗ୍ଭହକ୍ସ୍ଟଁ।

Cross references

ବିଚାରକର୍ତାମାନଙ୍କ ବିବରଣ 17:5

ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନକେ ଗକ୍ସ୍ଟଡିକ ମୂର୍ତ୍ତିଗକ୍ସ୍ଟଡିକ ଥିଲା। ସେ ଆପଣା ପକ୍ସ୍ଟତ୍ରମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଯାଜକ ରୂପେ ନିୟକ୍ସ୍ଟକ୍ତ କଲା।

ବିଚାରକର୍ତାମାନଙ୍କ ବିବରଣ 17:13

ତା'ପରେ ମୀଖା କହିଲା, ବର୍ତ୍ତମାନ ମୁ ଜାଣେ ଏବେ ସଦାପ୍ରଭୁ ମାହେର ମଙ୍ଗଳ କରିବେ, କାରଣ ଜଣେ ଲବେୀୟ ପରିବାରବର୍ଗ ମାରଯାଜେକ ହେଲା।

ବିଚାରକର୍ତାମାନଙ୍କ ବିବରଣ 18:14

ତେଣୁ ସହେି ପାଞ୍ଚଜଣ ଯେଉଁମାନେ ଲଯିଶ ଦେଶ ଅନକ୍ସ୍ଟସନ୍ଧାନ କରିବାକୁ ୟାଇଥିଲେ, ସମାନେେ ସମାନଙ୍କେର ସଐର୍କୀଯମାନଙ୍କୁ କହିଲେ, ସଠାେରେ ଏକ ଏଫୋଦ୍ ଅଛି। ସଠାେରେ ଗୃହ ଦବେତାଗଣ ଅଛନ୍ତି ଓ ଏକ ଖାଦେିତ ପ୍ରତିମା ଅଛି। ଏହା ତୁମ୍ଭମାନେେ କ'ଣ ଜାଣ? ତେଣୁ ବର୍ତ୍ତମାନ କ'ଣ କରିବାକୁ ହବେ ବିବଚେନା କର।

ପ୍ରଥମ ଶାମୁୟେଲ 9:9

ଶାଉଲ ଗ୍ଭକରକକ୍ସ୍ଟ କହିଲେ,

ପ୍ରଥମ ରାଜାବଳୀ 22:5

କିନ୍ତୁ ମୁଁ ବିନଯ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ଯ ପଗ୍ଭରିବା।

ଦିତୀୟ ରାଜାବଳୀ 16:15

ରାଜା ଆହସ୍ ଉରିଯ ଯାଜକଙ୍କୁ ଆଲଦଶସଦଲଲ, ପ୍ରଭାତ କାଳୀନସହାମବଳି, ସାଯଂକାଳୀନ ଭକ୍ଷ୍ଯନୈବଲଦ୍ଯ, ରାଜାଙ୍କରସହାମବଳି ଓ ତାଙ୍କର ଭକ୍ଷ୍ଯ ନୈବଲଦ୍ଯ,ସଲାକଙ୍କସହାମବଳି,ସସମାନଙ୍କର ଭକ୍ଷ୍ଯ ନୈବଲଦ୍ଯ ଓ ପଲଯ ନୈବଲଦ୍ଯ ବଡ ୟଜ୍ଞବଲଦୀ ଉପଲର ତୁମ୍ଲଭ ଦଗ୍ଧ କରିବା ଉଚିତ୍ ଓ ତହିଁ ଉପଲରସହାମବଳିର ସବୁ ରକ୍ତ ଓ ଅନ୍ୟ ନୈବଲଦ୍ଯ ବୃହତ୍ ୟଜ୍ଞବଲଦୀ ଉପଲର ଛିଞ୍ଚ। କିନ୍ତୁ ମୁଁ ପରଲମଶ୍ବରଙ୍କୁ ପ୍ରଶ୍ନ ପଗ୍ଭରିବାକୁ ପିତ୍ତଳ ୟଜ୍ଞବଲଦୀ ବ୍ଯବହାର କରିବି

ଯିଶାଇୟ 30:1

ସଦାପ୍ରଭୁ କହିଲେ, ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସମାନେେ ମନ୍ତ୍ରଣା କରନ୍ତି ମାତ୍ର ସାହାୟ୍ଯ ଚାହାଁନ୍ତି ନାହିଁ। ସମାନେେ ପାପ ଉପ ରେ ପାପ କରି ଚାଲନ୍ତି ମାତ୍ର ମାରେ ଆତ୍ମା ଦ୍ବାରା ନୁହେଁ। ତେଣୁ ସମାନେେ ସନ୍ତାପର ପାତ୍ର।

ଯିହିଜିକଲ 21:21

କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନ ରେ ଛିଡ଼ା ହବେେ। ସେ ତୀରଗୁଡ଼ିକୁ ନିକ୍ଷପେ କରି ଗୁଳାବାଣ୍ଟ ସାହାୟ୍ଯ ରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ଯ ଚିହ୍ନ ଖାଜେି ବୁଲିବେ।

ହୋଶେୟ 4:12

ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସମାନେେ ଭାବନ୍ତି ସହେି କାଠଖଣ୍ତଗୁଡିକ ସମାନଙ୍କେୁ ଉତ୍ତର ଦବେ। କାରଣ, ସମାନେେ ଗଣିକାମାନଙ୍କପରି ମିଥ୍ଯାପ୍ରତିମାଙ୍କ ପଛ ରେ ଅନୁଧାବନ କରିଛନ୍ତି। ସମାନେେ ପରମେଶ୍ବରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହାଇୟୋଇଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:10

ତେଣୁ ସାନ ଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଶିମାନଙ୍କେ ପ୍ରତି ଧ୍ଯାନ ଦେଲେ। ଲୋକେ କହିଲେ, ଏହି ଲୋକଠା ରେ ପରମେଶ୍ବରଙ୍କ ଶକ୍ତି ଅଛି। ଯାହାକୁ କି 'ମହାନ ଶକ୍ତି' ବୋଲି କୁହାୟାଏ।

Interlinear

Choose Theme