Home Bibles ଆଦି ପୁସ୍ତକ 2:17 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 2:17 · ଓଡ଼ିଆ ବାଇବେଲ

କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!

Cross references

ଆଦି ପୁସ୍ତକ 2:9

ସଦାପ୍ରଭୁ ପରମେଶ୍ବର ପ୍ରେତ୍ୟକକ ପ୍ରକାର ବୃକ୍ଷ ଯାହା ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ, ପୃଥିବୀ ରେ ସୃଷ୍ଟି କଲେ। ସହେି ଭାବରେ ଉଦ୍ୟାନ ରେ ମଧ୍ଯଭାଗ ରେ ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ବିଷଯ ରେ ଜ୍ଞାନ ଦବୋ ବୃକ୍ଷ ମଧ୍ଯ ଉତ୍ପନ୍ନ କଲେ।

ଆଦି ପୁସ୍ତକ 3:1

ସଦାପ୍ରଭୁ ପରମେଶ୍ବରଙ୍କର ସୃଷ୍ଟି କରିଥିବା ପ୍ରାଣୀମାନଙ୍କ ମଧିଅରେ ସର୍ପ ସମସ୍ତଙ୍କଠାରୁ ଚ଼ତୁର ଥିଲା। ସର୍ପଟି ସ୍ତ୍ରୀ ଲୋକଟିକୁ କହିଲା, ଏହା କ'ଣ ସତ୍ଯ ଯେ ପରମେଶ୍ବର ଉଦ୍ୟାନର କୌଣସି ବୃକ୍ଷର ଫଳ ନଖାଇବା ପାଇଁ ତୁମ୍ଭଙ୍କୁ କହିଲେ?

ଆଦି ପୁସ୍ତକ 3:3

କିନ୍ତୁ ଉଦ୍ୟାନ ମଧ୍ଯସ୍ଥ ଗୋଟିଏ ବୃକ୍ଷରୁ ଫଳ ଖାଇବାକୁ ମନା! ପରମେଶ୍ବର ଆମ୍ଭମାନଙ୍କୁ କହିଲେ, 'ତୁମ୍ଭେ ଉଦ୍ୟାନ ମଝି ରେ ଥିବା ବୃକ୍ଷରୁ ଫଳ ଖାଇବ ନାହିଁ। ଏପରିକି ତୁମ୍ଭେ ସେ ବୃକ୍ଷକୁ ଛୁଇଁବ ନାହିଁ। ଯଦି ଏପରି କର ତବେେ ମରିବ।

ଆଦି ପୁସ୍ତକ 3:11

ସଦାପ୍ରଭୁ ପରମେଶ୍ବର ଆଦମକୁ କହିଲେ, ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କଣ ଉଦ୍ୟାନର ସହେି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି!

ଆଦି ପୁସ୍ତକ 3:17

ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

ଆଦି ପୁସ୍ତକ 3:19

ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।

ଆଦି ପୁସ୍ତକ 20:7

ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।

ଗଣନା ପୁସ୍ତକ 26:65

କାରଣ ସଦାପ୍ରଭୁ ସମାନଙ୍କେ ବିଷଯ ରେ କହିଥିଲେ ଯେ, ସମାନେେ ଅବଶ୍ଯ ଏହି ମରୁଭୂମିରେ ମରିବେ। କବଳେ ସମାନଙ୍କେ ମଧ୍ଯରୁ ୟିଫୁନ୍ନିର ପୁତ୍ର କାଲେବ୍ ଓ ନୂନର ପୁତ୍ର ଯିହାଶୂେୟ ବଞ୍ଚି ରହିଲେ, ବାକି ସମସ୍ତେ ମଲେ।

ଦିତୀୟ ବିବରଣ 27:26

ଲବେୀୟମାନେ କହିବେ, ' ଯେଉଁ ଲୋକ ଏହି ବ୍ଯବସ୍ଥାର ପାଳନ କରେ ନାହିଁ କିମ୍ବା ଅନକ୍ସ୍ଟସରଣ କରେ ନାହିଁ, ସେ ଅଭିଶଲ୍ଗ ହେଉ।'

ଦିତୀୟ ବିବରଣ 30:15

ଆଜି ଆମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ମୃତକ୍ସ୍ଟ୍ଯ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛିବାକକ୍ସ୍ଟ ଦଇେଅଛୁ।

ଦିତୀୟ ବିବରଣ 30:19

ଆଜି ମୁ ସ୍ବର୍ଗ ଓ ପୃଥିବୀକକ୍ସ୍ଟ ଡାକକ୍ସ୍ଟଛି, ସାକ୍ଷୀରୂପେ ଜୀବନ ଓ ମୃତକ୍ସ୍ଟ୍ଯ, ଆଶିର୍ବାଦ ଓ ଅଭିଶାପ, ଏହା ଭିତରକ୍ସ୍ଟ ମୁ ତୁମ୍ଭକୁ ପସନ୍ଦ କରିବାକୁ ଦଇେଛି। ତେଣୁ ତୁମ୍ଭମାନେେ ଜୀବନକକ୍ସ୍ଟ ବାଛ। ତବେେ ତୁମ୍ଭେ ଓ ତୁମ୍ଭର ପିଲାମାନେ ବଞ୍ଚି ପାରିବେ।

ବିଚାରକର୍ତାମାନଙ୍କ ବିବରଣ 3:2

ତେଣୁ ସଦାପ୍ରଭୁ ସହେି ଭୂମିରକ୍ସ୍ଟ ଅନ୍ୟ ଜାତିକକ୍ସ୍ଟ କାହାକକ୍ସ୍ଟ ବିତାଡିତ କରି ନଥିଲେ। ସଦାପ୍ରଭୁ ଏହିପରି କଲେ, ଇଶ୍ରାୟେଲକକ୍ସ୍ଟ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ନଥିଲେ। ସଦାପ୍ରଭୁ ଭୂମିକକ୍ସ୍ଟ ପରିତ୍ଯାଗ କରି, ଏହି ଜାତିର ସୂଚି ଅଟେ।

ପ୍ରଥମ ଶାମୁୟେଲ 14:39

ମୁ ସଦାପ୍ରଭୁଙ୍କ ପାଖ ରେ ପ୍ରତିଜ୍ଞା କରୁଛି ୟିଏ ପାପ କରିଛି, ଏପରିକି ମାେ ପକ୍ସ୍ଟଅ ହାଇେଥିଲେ ବି ମୃତକ୍ସ୍ଟ୍ଯଦଣ୍ତ ରେ ଦଣ୍ତିତ ହବେ। ସମସ୍ତେ ନୀରବଦ୍ରଷ୍ଟା ରହିଲେ।

ପ୍ରଥମ ଶାମୁୟେଲ 14:44

ଶାଉଲ କହିଲେ, ମୁ ପରମେଶ୍ବରଙ୍କ ପାଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ମାେ ପ୍ରତିଜ୍ଞା ନରେଖ, ତବେେ ମାେତେ ଦଣ୍ତିତ କରିବା ପାଇଁ ପରମେଶଓରଙ୍କୁ ଅନକ୍ସ୍ଟ ରୋଧ କରିଛି। ଯୋନାଥନ ନିଶ୍ଚଯ ମରିବ।

ପ୍ରଥମ ଶାମୁୟେଲ 20:31

ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।

ପ୍ରଥମ ଶାମୁୟେଲ 22:16

କିନ୍ତୁ ରାଜା କହିଲେ, ଅହୀମଲକେ, ତୁମ୍ଭେ ଏବଂ ତୁମ୍ଭର ସମସ୍ତ ସଂଐର୍କୀଯ ମରିବ।

ପ୍ରଥମ ରାଜାବଳୀ 2:37

ଯଦି ଏହି ନଗର ପରିତ୍ଯାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତବେେ ତୁମ୍ଭେ ନିଶ୍ଚିଚ ନିହତ ହବେ ଏବଂ ତୁମ୍ଭର ଏହି ମୃତ୍ଯୁ ପାଇଁ ତୁମ୍ଭେ ଦାଯୀ ରହିବ।

ପ୍ରଥମ ରାଜାବଳୀ 2:42

ତେଣୁ ରାଜା ଲୋକ ପଠାଇ ଶିମିଯିକୁ ଡକାଇ ତାକୁ କହିଲେ, ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ୟିରୁଶାଲମ ଛାଡି ଅନ୍ୟ କୌଣସି ସ୍ଥାନକୁ ୟାଅ, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭେ ମାେତେ ପ୍ରତିଶୃତି ଦଇେଥିଲ ଯେ, ତୁମ୍ଭେ ମାେ କଥା ମାନିବ।

ଯିରିମିୟ 26:8

ଆଉ ଯିରିମିୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାସବୁ କହିବା ସମାପ୍ତ କଲାପ ରେ ଯାଜକମାନେ, ଭବିଷ୍ଯଦବକ୍ତାମାନେ ଓ ଲୋକମାନେ ଯିରିମିୟଙ୍କୁ ଧରି କହିଲେ, ତୁମ୍ଭେ ନିଶ୍ଚଯ କରିବ।

ଯିହିଜିକଲ 3:18

ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

ଯିହିଜିକଲ 18:4

ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।

ଯିହିଜିକଲ 18:13

ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।

ଯିହିଜିକଲ 18:32

ଆମ୍ଭେ ତୁମ୍ଭର ମୃତ୍ଯୁ ଚାହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫରେିଆସ ଓ ବଞ୍ଚି ରୁହ। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।

ଯିହିଜିକଲ 33:8

ମୁଁ ଯେତବେେଳେ କୌଣସି ଦୁଷ୍ଟ ଲୋକକୁ କହିବି, ' ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚଯ ମରିବ।' ସେତବେେଳେ ତୁମ୍ଭେ ଯଦି ତାକୁ ସଚତନେ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତବେେ ସହେି ଦୁଷ୍ଟଲୋକ ନିଜ ପାପ ରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପ ରେ ନବେି।

ଯିହିଜିକଲ 33:14

ଏବଂ ଯେତବେେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁ ହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ,

ରୋମୀୟଙ୍କ ପ୍ରତି ପତ୍ର 1:32

ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି। ସମାନେେ ଜାଣନ୍ତି ଯେ ପରମେଶ୍ବରଙ୍କ ବ୍ଯବସ୍ଥା କୁ ହେ, ଯେଉଁ ଲୋକ ଏହି ଭଳି ଜୀବନ ଯାପନ କରୁଛି, ସେ ମରିବା ଉଚ଼ିତ। କିନ୍ତୁ ସମାନେେ ଏହି ମନ୍ଦକାର୍ୟ୍ଯ ଗୁଡ଼ିକ କରି ଚ଼ାଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସମାନଙ୍କେୁ ମଧ୍ଯ ସମାନେେ ସମର୍ଥନ କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 5:12

ଜଣେ ଲୋକ ଆଦମ ପାଇଁ ଜଗତକୁ ପାପ ଆସିଲା। ପାପ ଦ୍ବାରା ମୃତ୍ଯୁ ଆସିଲା। ସେଥିପାଇଁ ସମସ୍ତେ ନିଶ୍ଚୟ ମରିବେ, କାରଣ ସମସ୍ତେ ପାପ କରିଛନ୍ତି।

ରୋମୀୟଙ୍କ ପ୍ରତି ପତ୍ର 6:16

ଏହା ନିଶ୍ଚିତ ଭାବରେ ତୁମ୍ଭମାନେେ ଜାଣ ଯେ ଯେତବେେଳେ ତୁମ୍ଭମାନେେ ଦାସ ଭଳି ନିଜକୁ ସମର୍ପଣ କର, ସେତବେେଳେ ତୁମ୍ଭମାନେେ ପ୍ରକୃତ ରେ ସହେି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭମାନେେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭମାନେେ ପାପର ଚ଼ାକର ହାଇେ ପାରିବ ବା ପରମେଶ୍ବରଙ୍କୁ ମାନିବ। ପାପ ଆଧ୍ଯାତ୍ମିକ ମୃତ୍ଯୁ ଆଣି ଦିଏ। କିନ୍ତୁ ପରମେଶ୍ବରଙ୍କୁ ମାନିଲେ, ପରମେଶ୍ବରଙ୍କଠା ରେ ତୁମ୍ଭମାନେେ ଧାର୍ମିକ ବୋଲି ଗଣିତ ହୁଅ।

ରୋମୀୟଙ୍କ ପ୍ରତି ପତ୍ର 6:23

ପାପର ସ୍ବାଭାବିକ ପରିଣତି ମୃତ୍ଯୁ। କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତା ରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 7:10

ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମାେ ପାଇଁ ଆଜ୍ଞା ଆଣିଲା ମୃତ୍ଯୁ।

ରୋମୀୟଙ୍କ ପ୍ରତି ପତ୍ର 8:2

ମୁଁ ଦୋଷୀ ବଲେି ବିଚାରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଆତ୍ମାର ବ୍ଯବସ୍ଥା ଜୀବନ ଦିଏ ଓ ତାହା ମାେତେ ମୁକ୍ତ କରିଛି। ପାପ ଓ ମୃତ୍ଯୁ ଆଣୁଥିବା ବ୍ଯବସ୍ଥାରୁ ଏହା ମାେତେ ମୁକ୍ତ କରିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:22

ଆଦମ ଯୋଗୁ ସମସ୍ତ ଲୋକ ମୃତ୍ଯୁ ଭୋଗ କରନ୍ତି, ସହେି ଭଳି ଖ୍ରୀଷ୍ଟଙ୍କ ୟୋଗୁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହବେେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:56

ମୃତ୍ଯୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ଯବସ୍ଥା।

ଗାଲାତୀୟଙ୍କ ପ୍ରତି ପତ୍ର 3:10

କିନ୍ତୁ ଯେଉଁମାନେ ବ୍ଯବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସମାନେେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ଯବସ୍ଥାମାନଙ୍କ ରେ ଲଖାେଅଛି : ଯାହା ବ୍ଯବସ୍ଥା272 ରେ ଲଖାେଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହବେ।273

ଏଫିସୀୟଙ୍କ ପ୍ରତି ପତ୍ର 2:1

ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।

ଏଫିସୀୟଙ୍କ ପ୍ରତି ପତ୍ର 5:14

ଯାହା ସହଜ ରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ :

କଲସୀୟଙ୍କ ପ୍ରତି ପତ୍ର 2:13

ତୁମ୍ଭେ ନିଜର ପାପ ହତେୁରୁ ଏବଂ ତୁମ୍ଭର ପାପ ସ୍ବଭାବ ହତେୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:6

କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ଯ କବଳେ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ଯ ପ୍ରକୃତ ରେ ମୃତ।

ଯାକୁବଙ୍କ ପତ୍ 1:15

ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ।

ଯୋହନଙ୍କ ପ୍ରଥମ ପତ୍ର 5:16

ଯଦି କହେି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସହେି ପାପ ମୃତ୍ଯୁଜନକ, ତବେେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ତହିଁରେ ପରମେଶ୍ବର ସମାନଙ୍କେୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସମାନଙ୍କେୁ ଅନନ୍ତ ମୃତ୍ଯୁ ପାଖକୁ ନଇେ ଯାଇପାରିବ ନାହିଁ। ଏପରି ପାପ ମଧ୍ଯ ଅଛି, ଯାହାର ପରିଣାମ ମୃତ୍ଯୁ ଅଟେ। ମୁଁ ତୁମ୍ଭମାନଙ୍କୁ ସପରେି ପାପ ବିଷୟ ରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।

Interlinear

Choose Theme