ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମାେ ପାଇଁ ଆଜ୍ଞା ଆଣିଲା ମୃତ୍ଯୁ।
Cross references
ତେଣୁ ତୁମ୍ଭମାନେେ ଆମ୍ଭର ବ୍ଯବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭମାନେେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ।
ତା'ପ ରେ ଆମ୍ଭେ ସମାନଙ୍କେୁ ଆପଣାର ବିଧି ଦଲେୁ ଓ ଆପଣା ବ୍ଯବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ।
କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।
କିନ୍ତୁ ଇଶ୍ରାୟେଲର ଲୋକମାନେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପାଳନ କଲେ ନାହିଁ କିମ୍ବା ମାରେ ବ୍ଯବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କହେି ମାରେ ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସମାନେେ ମାରେ ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମାରେ କୋରଧ ସମାନଙ୍କେ ଉପ ରେ ଢ଼ାଳି ଦବେି ଏବଂ ପୁରାମାତ୍ରା ରେ ମାରେ କୋପ ସମାନଙ୍କେ ବିରୁଦ୍ଧ ରେ ପ୍ରକାଶ କରିବି।
ସେ ଉତ୍ତର ଦେଲେ, 'ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦଇେ ତୁମ୍ଭର ପ୍ରଭୁ ପରମେଶ୍ବରଙ୍କୁ ପ୍ ରମେ କର' ଏବଂ, 'ତୁମ୍ଭେ ନିଜକୁ ପ୍ ରମେ କରିଲା ଭଳି ଅନ୍ୟମାନଙ୍କୁ ପ୍ ରମେ କର।'
ବ୍ଯବସ୍ଥା ପାଳନ ଦ୍ବାରା ଧାର୍ମିକ ହବୋ ବିଷୟ ରେ ମାଶାେ କହିଛନ୍ତି: ଯେଉଁ ଲୋକ ବ୍ଯବସ୍ଥା ପାଳନ ଦ୍ବାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ୟ୍ଯ ବ୍ଯବସ୍ଥା ଅନୁସାରେ କରିବା ଆବଶ୍ଯକ।
ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।
କିନ୍ତୁ ବ୍ଯବସ୍ଥା ବିଶ୍ବାସ ଉପରେ ଆଧାରିତ ନୁହେଁ, ପ୍ରତିବଦଳ ରେ ଶାସ୍ତ୍ର କୁ ହେ : ଯେଉଁ ଲୋକ ବ୍ଯବସ୍ଥାର ବିଧିଗୁଡ଼ିକ ପାଳନ କରେ, ସେ ସଗେୁଡ଼ିକ ମାଧ୍ଯମ ରେ ବଞ୍ଚିବ।275