ଆମ୍ଭର ପାପମୟ ସ୍ବଭାବର ଇଚ୍ଛା ପବିତ୍ର ଆତ୍ମାଙ୍କର ବିରୋଧୀ ଓ ପବିତ୍ର ଆତ୍ମା ପାପମୟ ସ୍ବଭାବର ବିରୋଧୀ ଅଟନ୍ତି। ଏହି ଦୁଇ ବିଷୟ ପରସ୍ପରର ବିରୋଧୀ ଅଟନ୍ତି। ସେଥିପାଇଁ ତୁମ୍ଭମାନେେ ପ୍ରକୃତ ରେ ଯାହା କରିବାକୁ ଇଚ୍ଛା କର, ତାହା କରି ପାର ନାହିଁ।
Cross references
କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।
ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ।
ଯେତବେେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ଯଧିକ ହୁଏ ଓ ସହି ହୁଏ ନାହିଁ ସେତବେେଳେ ତୁମ୍ଭେ ହିଁ ଏକ ୟିଏ ଆମ୍ଭର ପାପକୁ କ୍ଷମା କରିବ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଚା ହେଁ।
ତୁମ୍ଭର ଆଇନଗତ ଆଦେଶ ମାେତେ ଆନନ୍ଦ ଦିଏ। ସମାନେେ ମାରେ ଅତି ଆପଣାର ଆଦେଶଦାତା।
ମୁଁ ବହୁ ଆନନ୍ଦ ସହକାରେ ତୁମ୍ଭର ଆଦେଶସବୁ ମାନିବି, ଯେତବେେଳେ ତୁମ୍ଭେ ମାରେ ବୁଝିବା ଶକ୍ତିକୁ ପ୍ରଶସ୍ତ କରିବ।
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମାେତେ ବଞ୍ଚିବାକୁ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ପରିଚାଳିତ କର। ମାେ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେତେ ବଞ୍ଚିବାକୁ ଦିଅ।
ମୁଁ ହଜି ୟାଇଥିବା ମଷେପରି, ଏଣତେଣେେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖାଜେ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶାରେି ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ।
ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।
ସେତବେେଳେ ମୁଁ ଭୟଭୀତ ହାଇେ କହିଲି, ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'
ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ଯ, କାରଣ ସମାନେେ ସଂମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।
ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।
ତୁମ୍ଭମାନେେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭମାନେେ ପରୀକ୍ଷା ରେ ନପଡ଼! ଯାହା ଠାକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଚାହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦହେ ଦୁର୍ବଳ।
କିନ୍ତୁ ପିତର ଯୀଶୁଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ୟିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ କାହିଁକି ଶାଇେ ପଡିଛ? ଉଠ ଓ ପରୀକ୍ଷା ରେ ନ ପଡିବାକୁ ତଥା ଶକ୍ତିଲାଭ ପାଇଁ ପାର୍ଥନା କର।
ସମାନେେ ଯୀଶୁଙ୍କ ବନ୍ଦୀ କରି ମହାୟାଜକଙ୍କ ଘର ଭିତରକୁ ନଇଗେଲେ। ପିତର ସମାନଙ୍କେ ପେଛପେଛ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନଥିଲେ।