Home Bibles ଗୀତସଂହିତା 119:176 · ଓଡ଼ିଆ ବାଇବେଲ
ଗୀତସଂହିତା 119:176 · ଓଡ଼ିଆ ବାଇବେଲ

ମୁଁ ହଜି ୟାଇଥିବା ମଷେପରି, ଏଣତେଣେେ ବୁଲୁଅଛି, ହେ ସଦାପ୍ରଭୁ, ଆପଣା ଦାସକୁ ଖାଜେ। କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶାରେି ନାହିଁ।

Cross references

ଗୀତସଂହିତା 119:16

ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।

ଗୀତସଂହିତା 119:61

ଦୁଷ୍ଟଲୋକମାନେ ମାେ ଚାରିପାଖରେ ଫାନ୍ଦ ବସାଇଛନ୍ତି, କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।

ଗୀତସଂହିତା 119:93

ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶକୁ ମୁଁ କଦାପି ପାଶୋରିବି ନାହିଁ। କାରଣ ସମାନଙ୍କେ ଦ୍ବାରା ମାେତେ ତୁମ୍ଭେ ଜୀବିତ ରହିବାକୁ ଦିଅ।

ପରମଗୀତ 1:4

ମାେତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରୀତ ହାଇେ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମାେତେ ଆଣିଅଛନ୍ତି।

ଯିଶାଇୟ 53:6

ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।

ଯିରିମିୟ 31:18

ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।

ଯିରିମିୟ 50:6

ଆମ୍ଭର ଲୋକମାନେ ହଜିଲା ମଷେ ସଦୃଶ ହାଇେଅଛନ୍ତି। ସମାନଙ୍କେର ପାଳକମାନେ ସମାନଙ୍କେୁ ବିପଥରେ ଗମନ କରାଇଅଛନ୍ତି। ବିଭିନ୍ନ ପର୍ବତ ରେ ସମାନଙ୍କେୁ ବାଟ ଭୁଲାଇ ଭ୍ରମଣ କରାଇ ଅଛନ୍ତି। ସମାନେେ ପର୍ବତରୁ ଉପପର୍ବତକୁ ଗମନ କରିଛନ୍ତି। ଆଉ ସମାନେେ ନିଜର ବିଶ୍ରାମ ସ୍ଥାନ ପାଶୋରି ଅଛନ୍ତି।

ଯିହିଜିକଲ 34:6

ଏବଂ ପର୍ବତମାନଙ୍କ ରେ ଏବଂ ଉଚ୍ଚ ସ୍ଥାନମାନଙ୍କ ରେ ମାରେ ମଷେପଲ ହଜିଗଲେ। ମାରେ ମଷଗେୁଡ଼ିକ ଦେଶର ଚାରିଆଡ଼େ ଛିନ୍ନଛତ୍ର ହାଇଗେଲେ ଏବଂ ସମାନଙ୍କେୁ କହେି ଦେଖନ୍ତି ନାହିଁ। ସମାନଙ୍କେୁ କହେି ଖାଜେନ୍ତି ନାହିଁ।'

ଯିହିଜିକଲ 34:16

ହଜି ୟାଇଥିବା ମଷେମାନଙ୍କୁ ମୁଁ ଅନ୍ବଷେଣ କରିବି ଆଉ ଛିନ୍ନଭିନ୍ନ ହାଇେଥିବା ମଷେମାନଙ୍କୁ ଫରୋଇ ଆଣିବି। ଏବଂ ଆହତ ମଷେର କ୍ଷତ ରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସହେି ହୃଷ୍ଟପୁଷ୍ଟ ଓ ବଳବାନ୍କୁ ସଂହାର କରିବି ଓ ଯଥାର୍ଥ ଭାବେ ସମାନଙ୍କେୁ ମଣିବି।

ହୋଶେୟ 4:6

ଜ୍ଞାନ ଅଭାବ ୟୋଗୁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭମାନେେ ଜ୍ଞାନରୁ ବିମୁଖ ହାଇେଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହବୋକୁ ବାରଣ କରିବା। ତୁମ୍ଭମାନେେ ତୁମ୍ଭ ପରମେଶ୍ବରଙ୍କ ନିଯମକୁ ଭୁଲିୟାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା।

ମାଥିଉଲିଖିତ ସୁସମାଚାର 10:6

ବରଂ ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟିବ। ସମାନେେ ହଜିଯାଇଥିବା ମଷେ ଭଳି।

ମାଥିଉଲିଖିତ ସୁସମାଚାର 15:24

ଯୀଶୁ କହିଲେ, ପରମେଶ୍ବର ମାେତେ କବଳେ ଇଶ୍ରାୟେଲର ହଜିଯାଇଥିବା ଲୋକ(ଯିହୂଦୀ)ମାନଙ୍କ ପାଇଁ ପଠାଇଛନ୍ତି।

ମାଥିଉଲିଖିତ ସୁସମାଚାର 18:12

ଯଦି କୌଣସି ଲୋକର ଶ ହଟେି ମେଣ୍ଢା ଥାଆନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତବେେ ସହେି ଲୋକଟି ତାର ବାକି ଅନେଶ୍ବତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦଇେ ହଜିଯାଇଥିବା ମେଣ୍ଢାକୁ ଖାଜେିବାକୁ ୟିବନାହିଁକି? ତୁମ୍ଭେ କଣ ଭାବ?

ଲୂକଲିଖିତ ସୁସମାଚାର 15:4

ମନକରେ ତୁମ୍ଭମାନଙ୍କ ଭିତରୁ ଜଣକର ଶ ହଟେି ମେଣ୍ଢା ଅଛି, କିନ୍ତୁ ସେଥିରୁ ଗୋଟିଏ ହଜିଗଲା। ତବେେ ସେ ଅନେଶ୍ବତ ମେଣ୍ଢାଙ୍କୁ ଏକୁଟିଆ ଛାଡିଦଇେ ହଜି ଯାଇଥିବା ମେଣ୍ଢାଟିକୁ ଖାଜେିବା ପାଇଁ ବାହାରିପଡିବ ଓ ତାକୁ ପାଇବା ପର୍ୟ୍ଯନ୍ତ ସେ ଖାଜେିବାକୁ ଲାଗିବ।

ଲୂକଲିଖିତ ସୁସମାଚାର 19:10

ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।

ଯୋହନଲିଖିତ ସୁସମାଚାର 10:16

ମାରେ ଅନ୍ୟ ମଷେମାନେ ମଧ୍ଯ ଅଛନ୍ତି। ସମାନେେ ଏହି ପଲ ରେ ନାହାଁନ୍ତି। ମୁଁ ସମାନଙ୍କେୁ ମଧ୍ଯ ଆଣିବି। ସମାନେେ ମାରେ ସ୍ବର ଶୁଣିବେ। ଭବିଷ୍ଯତ ରେ ଗୋଟିଏ ପଲ ହବେ ଓ ସେ ପଲର ଜଣେ ମଷେପାଳକ ହବେେ।

ଗାଲାତୀୟଙ୍କ ପ୍ରତି ପତ୍ର 4:9

କିନ୍ତୁ ଏବେ ତୁମ୍ଭମାନେେ ପ୍ରକୃତ ପରମେଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ ରେ ପରମେଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। ତବେେ ତୁମ୍ଭମାନେେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ ? ତୁମ୍ଭମାନେେ କ'ଣ ପୁଣି ଦାସ ହବୋକୁ ଇଚ୍ଛା କର ?

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:13

ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।

ଯାକୁବଙ୍କ ପତ୍ 1:17

ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

ପିତରଙ୍କ ପ୍ରଥମ ପତ୍ 2:25

ମେଣ୍ଢା ଭଳି ତୁମ୍ଭମାନେେ ଭୁଲ ରାସ୍ତା ରେ ଚାଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମଷେପାଳକ ଓ ରକ୍ଷକଙ୍କ ପାଖକୁ ଫରେି ଆସିଛ।

Interlinear

Interlinear data is unavailable for this verse.

Choose Theme