Home Bibles ଏଜ୍ରା 8:33 · ଓଡ଼ିଆ ବାଇବେଲ
ଏଜ୍ରା 8:33 · ଓଡ଼ିଆ ବାଇବେଲ

ଏହାପରେ ଚତୁର୍ଥଦିନ ସହେି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ତୌଲାୟାଇ ଊରିଯ ଯାଜକର ପୁତ୍ର ମରମୋେତ୍ ହସ୍ତ ରେ ଦିଆଗଲା। ତାହା ସଙ୍ଗେ ପୀନହସର ପୁତ୍ର ଏଲିଯାସର ଥିଲା। ସମାନଙ୍କେ ସଙ୍ଗେ ଯଶୂେଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି ଲବେୀୟମାନେ ଥିଲେ।

Cross references

ପ୍ରଥମ ବଂଶାବଳୀ 28:14

ମନ୍ଦିର ରେ ବ୍ଯବହୃତ ହବୋକୁ ଥିବା ସକଳ ସାମଗ୍ରୀର ନିର୍ମାଣ ନିମନ୍ତେ କେତେ ପରିମାଣର ସ୍ବର୍ଣ୍ଣ ଓ ରେ ୗପ୍ୟ ବ୍ଯବହୃତ କରାୟିବା ଉଚିତ୍, ତାହା ଦାଉଦ ଶଲୋମନଙ୍କୁ କହିଲେ।

ଏଜ୍ରା 2:40

ଲବେୀୟ ପରିବାରବର୍ଗରୁ ହୋଦବିଯର ପରିବାର ମଧ୍ଯରୁ ଯଶୂେଯ ଓ କଦ୍ମୀଯଲରେ ବଂଶଧର 74 ଜଣ।

ଏଜ୍ରା 8:26

ମୁଁ ସମାନଙ୍କେ ହସ୍ତ ରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରେ ୗପ୍ୟପାତ୍ର ଓ 100 ତାଳନ୍ତ ସୁନା।

ଏଜ୍ରା 8:30

ତହିଁରେ ଯାଜକମାନେ ଓ ଲବେୀୟମାନେ ଆମ୍ଭମାନଙ୍କ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିରକୁ ଆଣିବା ପାଇଁ ସହେି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।

ଏଜ୍ରା 10:23

ଆଉ ଲବେୀୟମାନଙ୍କ ମଧ୍ଯରୁ ୟୋଷାବଦ୍, ଶିମିଯି ଓ କଲାଯ, ଏହାକୁ କଲିଟ୍ କହନ୍ତି, ପଥାହିଯ, ଯିହୁଦା ଓ ଇଲୀଯଷେର,

ନିହିମିୟା 3:4

ସମାନଙ୍କେ ପରେ ହକ୍କୋସର ପୁତ୍ର ଊରିଯ, ଊରିଯର ପୁତ୍ର ମରମୋେତ୍ ତାପର ଅଂଶ ମରାମତି କଲା,

ନିହିମିୟା 3:21

ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 3:24

ତା'ପରକୁ ହନୋଦଦର ପୁତ୍ର ବନ୍ନେୁଯୀ ଅସରିଯର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।

ନିହିମିୟା 8:7

ଯଶୂେଯ, ବାନି, ଶେ ରବେିଯ, ୟାମୀନ୍, ଅକ୍କ୍କବ୍, ଶଦ୍ଦଥଯ, ଦୋଦୀଯ, ମା ସଯେ, କଲିଟ୍, ଅସରିଯ, ୟୋଷାବଦ୍, ହାନନ୍, ପଲାଯ ଏହି ଲୋକମାନେ ଲବେୀୟ ଗୋଷ୍ଠୀର ଥିଲେ। ସମାନେେ ଲୋକମାନଙ୍କୁ ବ୍ଯବସ୍ଥା ବୁଝାଇ ଦେଲେ ଏବଂ ଲୋକମାନେ ନିଜ ନିଜ ସ୍ଥାନ ରେ ଛିଡା ହାଇେ ରହିଲେ।

ନିହିମିୟା 10:5

ହାରିମ୍, ମରମୋେତ୍ ଓବଦେିଯ,

ନିହିମିୟା 10:9

ଲବେୀୟଗଣ ଯଥା: ଅସନିଯର ପୁତ୍ର ଯଶୂେଯ, ହନୋଦଦର ସନ୍ତାନଗଣ ମଧ୍ଯରୁ ବିନ୍ନୁଯି ଓ କଦ୍ମିଯେଲ୍।

ନିହିମିୟା 10:10

ସମାନଙ୍କେର ଭାତୃଗଣ, ଶବନିଯ, ହାଦେିୟ, କଲିଟ୍, ପଲାଯ, ହାନନ୍,

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:20

ଏହି ବହୁ ପରିମାଣର ଧନ ଦାନକୁ ଆମ୍ଭେ ଯେଉଁ ଭାବରେ ନେଉଛୁ, ତା'ପାଇଁ ଲୋକେ ଯେପରି ଆମ୍ଭର ସମାଲୋଚନା ନ କରିବେ, ଏ ବିଷୟ ରେ ଆମ୍ଭେ ସାବଧାନ ଅଛୁ।

Interlinear

Choose Theme