ତା'ପରକୁ ହନୋଦଦର ପୁତ୍ର ବନ୍ନେୁଯୀ ଅସରିଯର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
Cross references
ସେତବେେଳେ ୟୋଶୂଯ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀଯଲେ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ବରଙ୍କ ମନ୍ଦିର ରେ କର୍ମକାରୀମାନଙ୍କ ତତ୍ତ୍ବବଧାରଣ ରେ ଭାରପ୍ରାପ୍ତ ହବୋ ପାଇଁ ଏକତ୍ର ଠିଆ ହେଲେ। ହନୋଦଦର ପୁତ୍ରଗଣ ସମାନଙ୍କେର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲବେୀୟ ଥିଲେ।
ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
ତାହା ନିକଟରେ ମିସ୍ପାର ଅଧ୍ଯକ୍ଷ ଯଶୂେଯର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖ ରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ।
ତା'ପରେ ତକୋଯୀଯମାନେ ବାହାରସ୍ଥ ବଡ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
ଲବେୀୟଗଣ ଯଥା: ଅସନିଯର ପୁତ୍ର ଯଶୂେଯ, ହନୋଦଦର ସନ୍ତାନଗଣ ମଧ୍ଯରୁ ବିନ୍ନୁଯି ଓ କଦ୍ମିଯେଲ୍।
ସମାନଙ୍କେର ଭାତୃଗଣ, ଶବନିଯ, ହାଦେିୟ, କଲିଟ୍, ପଲାଯ, ହାନନ୍,