Home Bibles ☰ Books ନିହିମିୟା 3:21 · ଓଡ଼ିଆ ବାଇବେଲ
ନିହିମିୟା 3:21 · ଓଡ଼ିଆ ବାଇବେଲ

ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।

Cross references

ଏଜ୍ରା 2:61

ଯାଜକମାନଙ୍କ ବଂଶଧରମାନଙ୍କ ମଧ୍ଯରୁ ହବାଯ, ହକୋସ, ବର୍ସିଲ୍ଲଯ, ବର୍ସିଲ୍ଲଯ ଗିଲିଯଦୀଯ ବର୍ସିଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ଖ୍ଯାତି ହାଇେଥିଲା।

ନିହିମିୟା 3:1

ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

ନିହିମିୟା 3:4

ସମାନଙ୍କେ ପରେ ହକ୍କୋସର ପୁତ୍ର ଊରିଯ, ଊରିଯର ପୁତ୍ର ମରମୋେତ୍ ତାପର ଅଂଶ ମରାମତି କଲା,

ନିହିମିୟା 7:63

ଯାଜକମାନଙ୍କ ପରିବାର ମଧ୍ଯରୁ ହବାଯ, ହକୋସ ଓ ବର୍ସିଲ୍ଲଯର ବଂଶଧର। ଏହି ବର୍ସିଲ୍ଲଯ ଗିଲିଯଦୀଯ ବସିଲ୍ଲଯର ଏକ କନ୍ଯାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ଯାତ ହେଲା।

Interlinear

Choose Theme