Cross references
ନିହିମିୟା 3:4
ସମାନଙ୍କେ ପରେ ହକ୍କୋସର ପୁତ୍ର ଊରିଯ, ଊରିଯର ପୁତ୍ର ମରମୋେତ୍ ତାପର ଅଂଶ ମରାମତି କଲା,
ନିହିମିୟା 3:10
ହରୁମଫର ପୁତ୍ର ୟିଦାଯ ଆପଣା ଗୃହ ସମ୍ମୁଖ ରେ ପ୍ରାଚୀର ଗଠନ କଲା। ତା ନିକଟକୁ ହଶ୍ବନିଯର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା।
ନିହିମିୟା 3:11
ହାରିମର ପୁତ୍ର ମଲ୍କିଯ ଓ ପହତ୍ ମାୟୋବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ ଦୁର୍ଗ ଗଠନ କଲା।
ନିହିମିୟା 3:21
ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।
ନିହିମିୟା 12:3
ଶଖନିଯ, ରହୂମ, ମରମୋେତ୍,