Home Bibles ଏଜ୍ରା 8:32 · ଓଡ଼ିଆ ବାଇବେଲ
ଏଜ୍ରା 8:32 · ଓଡ଼ିଆ ବାଇବେଲ

ତେଣୁ ଆମ୍ଭମାନେେ ୟିରୁଶାଲମ ରେ ଉପସ୍ଥିତ ହାଇେ ସଠାେରେ ତିନିଦିନ ବିଶ୍ରାମ କଲୁ।

Cross references

ଏଜ୍ରା 7:8

ଆଉ ଏଜ୍ରା ପଞ୍ଚମ ମାସ ରେ ଅର୍ଥାତ୍ ରାଜାର ସଇେ ସପ୍ତମ ବର୍ଷ ରେ ୟିରୁଶାଲମ ରେ ଉପସ୍ଥିତ ହେଲେ।

ଏଜ୍ରା 7:9

କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ୟାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ସଦାପ୍ରଭୁ ପରମେଶ୍ବରଙ୍କ ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନ ରେ ୟିରୁଶାଲମ ରେ ଉପସ୍ଥିତ ହେଲେ।

ନିହିମିୟା 2:11

ମୁଁ ୟିରୁଶାଲମକୁ ଗଲି ଓ ସଠାେରେ ତିନିଦିନ ରହିଲି।

Interlinear

Choose Theme