ଏହାପରେ ମୁଁ ସମାନଙ୍କେୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ ସମାନଙ୍କେୁ ଆଦେଶ ଦଲେି।
Cross references
ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ପାଟି ରେ ବାକ୍ଯ ଦବେ। ମୁଁ ତୁମ୍ଭର ଜିହ୍ବା ସହିତ ଓ ତା'ର ଜିହ୍ବା ସହିତ ଥିବିଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହବେ।
ତା'ପରେ ଲବେୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖ ରେ ଆପଣା ଆପଣା ସବୋକାର୍ୟ୍ଯ ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କଲେ। ସଦାପ୍ରଭୁ ଲବେୀୟମାନଙ୍କ ବିଷଯ ରେ ମାଶାଙ୍କେୁ ଯେପରି ଆଜ୍ଞା ଦଇେଥିଲେ ତଦନୁସା ରେ ସମାନଙ୍କେ ପ୍ରତି କଲେ।
ଆଉ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ତୁମ୍ଭ ଭ୍ରାତୃଗଣ ଲବେୀମାନଙ୍କୁ ଗ୍ରହଣ କରିଅଛୁ। ସମାନେେ ଯେପରି ସଦାପ୍ରଭୁଙ୍କର ଓ ସମାଗମ ତମ୍ବୁର ସବୋ କରିପାରିବେ, ସମାନେେ ତୁମ୍ଭଙ୍କୁ ଉପହାର ସ୍ବରୂପ ଦେଲେ।
ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।
ରାଜାଙ୍କ ନିକଟକକ୍ସ୍ଟ ୟାଇ ମୁ ତୁମ୍ଭକୁ ଯାହା କକ୍ସ୍ଟ ହେ ସହେି ବାକ୍ଯ ତାଙ୍କୁ କକ୍ସ୍ଟହ, ତା'ପରେ ଯୋୟାବ ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ ଯାହା କହିବା ପାଇଁ ହବେ କହିଲେ।
ରାଜା କହିଲେ, ଯୋୟାବ କ'ଣ ତୁମ୍ଭକୁ ଏପରି କହିବାକକ୍ସ୍ଟ କହିଥିଲେ?
ଯେଉଁ ଲବେୀୟମାନେ 30 ବର୍ଷ ବଯସ୍କ ଓ ତଦୁଦ୍ଧର୍ବ ଥିଲେ, ଦାଉଦ ସମାନଙ୍କେୁ ଗଣନା କଲେ। ସମୁଦାଯ 38,000 ଲବେୀୟ ହେଲେ।
ତେଣୁ ଲବେୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥି ରେ ବ୍ଯବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନବୋକୁ ପଡ଼ିବ ନାହିଁ।
ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।
ନଥନୀଯ ଶେ ଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବ ମାଟେ 392 ଜଣ।
ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।
ସେତବେେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମାରେ ପାଟି ସ୍ପର୍ଶ କଲେ ଓ ମାେତେ କହିଲେ, ହେ ଯିରିମିୟ, ଆମ୍ଭେ ଆପଣା ବାକ୍ଯ ତୁମ୍ଭ ମୁଖ ରେ ଦଲେୁ।
ଏହାପ ରେ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ଯଦି ଫରେିବ ଓ ଆମ୍ଭର ସବୋ କରିବ, ତବେେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫରୋଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ଯହୀନ କଥା ନ କହି ମୂଲ୍ଯବାନ୍ କଥା କହିବ, ତବେେ ତୁମ୍ଭେ ଆମ୍ଭର ମୁଖ ସ୍ବରୂପ ହବେ। ସମାନେେ ତୁମ୍ଭ ପାଖକୁ ଫରେିଆସିବେ। ମାତ୍ର ତୁମ୍ଭେ ସମାନଙ୍କେ ପାଖକୁ ଫରେିୟିବ ନାହିଁ।
ମୁଁ ତୁମ୍ଭକୁ କ୍ରୀତୀଠା ରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସଗେୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସଠାେରେ ତୁମ୍ଭକୁ ଏଥିପାଇଁ ମଧ୍ଯ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରେତ୍ୟକକ ନଗର ରେ ପ୍ରାଚୀନ ହବୋ ଲୋକମାନଙ୍କୁ ବାଛି ପାରିବ।