Cross references
ତେଣୁ ସମାନଙ୍କେୁ ଜୀବିତ ଛାଡି ଦିଅ। କିନ୍ତୁ ସମାନେେ ଆମ୍ଭର ସବେକଗଣ ହବେେ। ସମାନଙ୍କେୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକକ୍ସ୍ଟ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତକ୍ସ୍ଟ।ତେଣୁ ଅଧିପତିମାନେ ସମାନଙ୍କେର ଶପଥ ଭାଙ୍ଗିଲେ ନାହିଁ।
ଏଥି ନିମନ୍ତେ ତୁମ୍ଭମାନେେ ଶାପଗ୍ରସ୍ତ ହେଲ। ତୁମ୍ଭମାନେେ ମାରେ ପରମେଶ୍ବରଙ୍କ ଗୃହର କାଠ କଟାଳି ଓ ଜଳ କଢାଳି ହାଇେ ସବୁଦିନ ପାଇଁ ରହିବ।
ଯିହାଶୂେୟ ଗିବିଯୋନମାନଙ୍କୁ ଇଶ୍ରାୟେଲ ପାଇଁ କ୍ରିତଦାସ ଭାବେ ଗ୍ରହଣ କଲେ। ଆଉ ସହେି ଦିନଠାରକ୍ସ୍ଟ ସଦାପ୍ରଭୁଙ୍କ ୟଜ୍ଞବଦେୀ ରେ ଇଶ୍ରାୟେଲ ଲୋକମାନଙ୍କ ପାଇଁ କାଠ କଟାଳି ଓ ଜଳ କଢାଳିରୂପେ କାର୍ୟ୍ଯ କଲେ। ସଦାପ୍ରଭୁ ଏହା କରାଇବାକକ୍ସ୍ଟ ଯବେେ ପସନ୍ଦ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଦାସ ଅଟନ୍ତି।
ସେ ଦେଶ ରେ କବଳେ ଇଶ୍ରାୟେଲୀୟ ସନ୍ତାନ ନ ଥିଲେ। ଏପରିକି ଇ ମାରେୀଯ, ହିତ୍ତୀଯ, ପରିଷୀଯ, ହିଦ୍ଦୀଯ ଓ ୟିବୂଷୀଯ ଲୋକ ଅବଶିଷ୍ଟ ରହିଥିଲେ।
ଇଶ୍ରାୟେଲୀୟମାନେ ସମାନଙ୍କେୁ ବିନାଶ କରିବାକୁ କ୍ଷମ ହାଇେ ନ ଥିଲେ। ମାତ୍ର ଶଲୋମନ ସମାନଙ୍କେୁ ବେଠିକର୍ମ କରିବାକୁ ଦାସରୂପେ ସଂଗ୍ରହ କଲେ। ଅବଧି ସମାନେେ ଦାସ ହାଇେ ରହିଛନ୍ତି।
ଯେଉଁମାନେ ପ୍ରଥମେ ଫରେିଆସି ସମାନଙ୍କେର ଅଧିକାର ରେ ସଠାେରେ ସମାନଙ୍କେର ନଗର ରେ ବାସ କଲେ, ସେଥିମଧ୍ଯରୁ କେତକେ ଇଶ୍ରାୟେଲୀୟ, ଯାଜକଗଣ, ଲବେୀୟଗଣ ଓ ସବେକଗଣ ଥିଲେ।
ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।
ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।
ମନ୍ଦିରର ସମୁଦାଯ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।
ମୁଁ ଦାସଦାସୀ ମାନଙ୍କୁ କ୍ରଯ କଲି ଓ ମାରଦୋସଗଣ ଥିଲେ, ଯେଉଁମାନେ ମାେ ଘ ରେ ଜନ୍ମ ହାଇେଥିଲେ ଓ ଆହୁରି ମାେ ପୂର୍ବେ ୟିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମାରେ ଗୋମଷୋଦି ପଲ ଅଧିକ ଥିଲା।