Home Bibles ☰ Books ତୀତସଙ୍କ ପ୍ରତି ପତ୍ର 1:5 · ଓଡ଼ିଆ ବାଇବେଲ
ତୀତସଙ୍କ ପ୍ରତି ପତ୍ର 1:5 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ କ୍ରୀତୀଠା ରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସଗେୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସଠାେରେ ତୁମ୍ଭକୁ ଏଥିପାଇଁ ମଧ୍ଯ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରେତ୍ୟକକ ନଗର ରେ ପ୍ରାଚୀନ ହବୋ ଲୋକମାନଙ୍କୁ ବାଛି ପାରିବ।

Cross references

ଲେବୀୟ ପୁସ୍ତକ 14:42

ତା'ପରେ ସହେି ବ୍ଯକ୍ତି ନୂତନ ପ୍ରସ୍ତର ନଇେ କାନ୍ଥ ରେ ବସାଇବ ଓ କାନ୍ଥ ଉପରେ ସବୁ ନୂତନ ଲପେ ଲଗାଇବ।

ପ୍ରଥମ ବଂଶାବଳୀ 6:32

ଏହି ବ୍ଯକ୍ତିମାନେ ପବିତ୍ର ତମ୍ବୁ ମଧିଅରେ ସଙ୍ଗୀତ ଗାନ କରି ସବୋକାର୍ୟ୍ଯ କଲେ। ଏହି ପବିତ୍ର ତମ୍ବୁକୁ ସମାଗମ ତମ୍ବୁ ବୋଲି ମଧ୍ଯ କୁହା ଯାଉଥିଲା। ଶଲୋମନ ୟିରୁଶାଲମ ରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ପର୍ୟ୍ଯନ୍ତ ଏହି ବ୍ଯକ୍ତିମାନେ ସବୋକାର୍ୟ୍ଯ କଲେ। ସମାନଙ୍କେ କାର୍ୟ୍ଯ ନିମନ୍ତେ ସମାନଙ୍କେୁ ଦିଆୟାଇଥିବା ନିଯମାବଳୀକୁ ସୂଚାରୁରୂପେ ପାଳନ କରି ସମାନେେ ସବୋକାର୍ୟ୍ଯ କଲେ।

ଉପଦେଶକ 12:9

ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।

ଯିଶାଇୟ 44:7

ଆମ୍ଭ ତୁଲ୍ଯ ଅନ୍ୟ ପରଲମଶ୍ବର ନାହାଁନ୍ତି। ଯଦି ଥାଆନ୍ତିସତଲବସସ ବର୍ତ୍ତମାନ ଆସି କୁହନ୍ତୁ।ସସ ଯଦି ଆମ୍ଭପରି,ସତଲବ ଆସି ପ୍ରମାଣ କରନ୍ତୁ।ସସ ମଧ୍ଯ କୁହନ୍ତୁ ଆମ୍ଲଭ ପୁରାତନସଲାକମାନଙ୍କୁ ସୃଷ୍ଟି କଲାସବଲଳ କ'ଣସବୁ ଘଟିଥିଲା।ସସ ମଧ୍ଯ ଭବିଷ୍ଯତସର କ'ଣ ଘଟିବ ତାହାର ସଙ୍କଲତ ଦିଅନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:11

ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସମାନେେ ପରମେଶ୍ବରଙ୍କର ମହତ୍ ଓ ଆଶ୍ଚର୍ୟ୍ଯ ପୂର୍ଣ୍ଣ କାର୍ୟ୍ଯକୁ ଆମ୍ଭ ଭାଷା ରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:30

ସମାନେେ ସବୁ ପଇସା ଏକାଠି କରି ଶାଉଲ ଓ ବର୍ଣ୍ଣବ୍ବାଙ୍କୁ ଦେଲେ। ଶାଉଲ ଓ ପର୍ଣ୍ଣବ୍ବା ତାହା ଆଣି ୟିହୂଦାର ପ୍ରାଚୀନ ବ୍ଯକ୍ତିମାନଙ୍କୁ ହାତ ରେ ଅର୍ପଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:23

ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ପାଇଁ ପ୍ରତି ମଣ୍ଡଳୀ ରେ ପ୍ରାଚ଼ୀନମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ଏହି ପ୍ରାଚ଼ୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚ଼ୀନମାନେ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେୁ ପ୍ରଭୁଙ୍କ ପାଖ ରେ ସମର୍ପଣ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:7

ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:12

ସହେି ବନ୍ଦରଟି ଶୀତ କଟଇବୋ ପାଇଁ ଅନୁପୟୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୋନୀକ୍ ରେ ପହଞ୍ଚିବା ଆଶା ରେ ସଠାେରେ ଆମ୍ଭ ସହିତ ୟିବା ପାଇଁ ଓ ଶୀତଋତୁ କଟଇବୋ ପାଇଁ ପରାମର୍ଶ ଦେଲେ। ଫୋନୀକ୍ସ୍ କ୍ରୀତି ଉପଦ୍ବୀପର ଗୋଟିଏ ନଗର। ଫୋନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:21

ଶଷେ ରେ ପାଉଲ ସମାନଙ୍କେୁ କହିଲେ, ବନ୍ଧୁଗଣ, ତୁମ୍ଭମାନେେ ଯଦି ମାେ କଥା ଶୁଣି କ୍ରୀତି ଉପଦ୍ବୀପରୁ ଜାହାଜ ଛାଡ଼ି ନଥାନ୍ତ, ତବେେ ତୁମ୍ଭମାନଙ୍କେର ଏ ଜାହାଜ ନଷ୍ଟ ହାଇେ ନଥାନ୍ତା ଓ ଏତେ କ୍ଷତି ଘଟି ନଥାନ୍ତା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:34

ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘ ରେ ଖାଇ ଦବୋ ଉଚିତ, ୟଦ୍ଦ୍ବାରା ପ୍ରଭୁଭୋଜ ସଭା ରେ ତୁମ୍ଭମାନଙ୍କ ଆଚରଣ ହତେୁ ପ୍ରଭୁଙ୍କ ଦ୍ବାରା ବିଚାରିତ ହବେ ନାହିଁ। ମୁଁ ଯବେେ ଆସିବି, ଅବଶିଷ୍ଟ ବିଷୟ ରେ କ'ଣ କରିବାକୁ ହବେ କହିବି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:40

ପ୍ରେତ୍ୟକକ କାମ ଠିକ୍ ଭାବରେ ଓ କ୍ରମାନୁସା ରେ କରିବା ଉଚିତ୍।

କଲସୀୟଙ୍କ ପ୍ରତି ପତ୍ର 2:5

ମୁଁ ମାେ ଶରୀର ରେ ତୁମ୍ଭ ସହିତ ସଠାେରେ ନାହିଁ, କିନ୍ତୁ ମାରେଆତ୍ମା ସଠାେରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠା ରେ ବଳିଷ୍ଠ ବିଶ୍ବାସ ଦେଖି ପ୍ରସନ୍ନ ଅଟେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:3

ମୁଁ ଚା ହେଁ ଯେ ତୁମ୍ଭେ ଏଫିସଠା ରେ ରୁହ। ମାକିଦନିଆ ୟିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁ ରୋଧ କରି କହିଥିଲି। ଏଫିସଠା ରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠା ରେ ରହି ତୁମ୍ଭେ ସମାନଙ୍କେୁ ଭ୍ରାନ୍ତ ଶିକ୍ଷା ନ ଦବୋ ପାଇଁ ଆଦେଶ ଦଇେ ପାରିବ।

Interlinear

Choose Theme