ରାଜାଙ୍କ ନିକଟକକ୍ସ୍ଟ ୟାଇ ମୁ ତୁମ୍ଭକୁ ଯାହା କକ୍ସ୍ଟ ହେ ସହେି ବାକ୍ଯ ତାଙ୍କୁ କକ୍ସ୍ଟହ, ତା'ପରେ ଯୋୟାବ ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ ଯାହା କହିବା ପାଇଁ ହବେ କହିଲେ।
Cross references
ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ପାଟି ରେ ବାକ୍ଯ ଦବେ। ମୁଁ ତୁମ୍ଭର ଜିହ୍ବା ସହିତ ଓ ତା'ର ଜିହ୍ବା ସହିତ ଥିବିଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହବେ।
ସେତବେେଳେ ସଦାପ୍ରଭୁ ବିଲିଯମର ମୁଖ ରେ ଏକ ବାକ୍ଯ ଦଇେ ତାକୁ କହିଲେ, ତୁମ୍ଭେ ବାଲାକ୍ ନିକଟକୁ ଫରେିୟାଅ, ତାକୁ ଏହିରୂପେ କୁହ।
ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।
ରାଜା କହିଲେ, ଯୋୟାବ କ'ଣ ତୁମ୍ଭକୁ ଏପରି କହିବାକକ୍ସ୍ଟ କହିଥିଲେ?
ଏହାପରେ ମୁଁ ସମାନଙ୍କେୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ ସମାନଙ୍କେୁ ଆଦେଶ ଦଲେି।
ହେ ମାରେ ସବେକ ଇଶ୍ରାୟେଲ, ଆମ୍ଭେ ତୁମ୍ଭ ମୁଖ ରେ ଆମ୍ଭର ବାକ୍ଯ ରଖିଅଛୁ ଓ ଆମ୍ଭର ହସ୍ତର ଛାଯା ରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ ଆମ୍ଭେ ସ୍ବର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ତୁମ୍ଭମାନେେ ମାରେ ସନ୍ତାନ।'
ନିଜ ବିଷଯ ରେ ସଦାପ୍ରଭୁ କୁହନ୍ତି, ସମାନଙ୍କେ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପ ରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ଯସବୁ ତୁମ୍ଭ ମୁଖ ରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ଯାବଧି ଅନନ୍ତକାଳ ପର୍ୟ୍ଯନ୍ତ ଦୂର କରାୟିବ ନାହିଁ।'
ସେତବେେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମାରେ ପାଟି ସ୍ପର୍ଶ କଲେ ଓ ମାେତେ କହିଲେ, ହେ ଯିରିମିୟ, ଆମ୍ଭେ ଆପଣା ବାକ୍ଯ ତୁମ୍ଭ ମୁଖ ରେ ଦଲେୁ।