ଯିହିଜିକଲ 21:13 · ଓଡ଼ିଆ ବାଇବେଲ
ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ଯାଖ୍ଯାନ କରିବା ପ ରେ ଆଉ କ'ଣ ବାକି ରହିଲା ?' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Cross references
ଆୟୁବ ପୁସ୍ତକ 9:23
ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ଯକ୍ତି ପ୍ରାଣ ହରାଏ, ପରମେଶ୍ବର କ'ଣ ନିର୍ଦ୍ ଦୋଷର ମୃତ୍ଯୁ ରେ କବଳେ ହସି ପାରିବେ ?
ଯିହିଜିକଲ 21:10
ହତ୍ଯା ନିମନ୍ତେ ତାହା ଶାଣିତ ହାଇେଅଛି, ତାହା ମଧ୍ଯ ମାର୍ଜିତ ହାଇେ ବିଜୁଳି ପରି ଚକ୍ ଚକ୍ କରୁଛି, ' ମାରେ ପୁତ୍ର ତୁମ୍ଭେ ଏହି ଛଡ ସକାେଶ ଖୁସି ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।
ଯିହିଜିକଲ 21:25
ହେ ଦୁଷ୍ଟ ଇଶ୍ରାୟେଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହାଇେଅଛି।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:2
ସହେି ବିଶ୍ବାସୀମାନେ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ ହେଲେ। ଏବଂ ସମାନେେ ଅତି ଗରୀବ। କିନ୍ତୁ ସମାନଙ୍କେ ମହାନନ୍ଦ ହତେୁ ସମାନେେ ପ୍ରଚୁର ଉଦାରତାର ଦାନ ଦଇେଥିଲେ।