Home Bibles ☰ Books ଗଣନା ପୁସ୍ତକ 17:8 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 17:8 · ଓଡ଼ିଆ ବାଇବେଲ

ଏହାପରେ ଆରଦିନ ମାଶାେ ସାକ୍ଷ୍ଯ ତମ୍ବୁ ରେ ପ୍ରବେଶ କରି ସାକ୍ଷ୍ଯ ସିନ୍ଦୁକ ଦେଖିଲେ, ଲବେୀ ଗୃହ ନିମନ୍ତେ ଥିବା ହାରୋଣଙ୍କ ଆଶାବାଡି ଅଙ୍କୁରିତ ହାଇେଅଛ, ପୁଣି ଏହି ଅଙ୍କୁର ବାହାର ହେଲା। ଫୁଲ ଫୁଟିଲା ଓ ପକ୍ବ ବାଦାମ ଫଳିଲା।

Cross references

ଆଦି ପୁସ୍ତକ 40:10

ସହେି ଦ୍ରୀକ୍ଷାଲତା ରେ ଦିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡା ରେ ପନ୍େଥା ପନ୍େଥା ଅଙ୍ଗୁର ପାଚିଲା।

ଗଣନା ପୁସ୍ତକ 17:5

ଏହା କଲା ପରେ ଆମ୍ଭେ ଯେଉଁ ଲୋକଙ୍କୁ ଯାଜକରୂପେ ମନୋନୀତ କରିବା ତାହାର ଆଶାବାଡି ପଲ୍ଲବିତ ହବେ। ଆଉ ଇଶ୍ରାୟେଲ ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଯେଉଁ ଅଭିଯୋଗ କରୁଛନ୍ତି, ସେଥିରୁ ସମାନେେ ନିବୃତ୍ତ ରହିବେ।

ଗୀତସଂହିତା 110:2

ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।

ଗୀତସଂହିତା 132:17

ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।

ପରମଗୀତ 2:3

ଯେପରି ବନବୃକ୍ଷମାନଙ୍କ ମଧିଅରେ ନାଗରଙ୍ଗ ବୃକ୍ଷ, ସହେିପରି ୟୁବାମାନଙ୍କ ମଧିଅରେ ପ୍ରିଯତମ।

ଯିଶାଇୟ 4:2

ସହେି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀଯ ଓ ମହାନ୍ ହବେ। ଇଶ୍ରାୟେଲର ପରିବେଷ୍ଟନୀଯର ଉପୟୋଗୀ ସମାନଙ୍କେ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ବିତ ହବେେ।

ଯିହିଜିକଲ 17:24

ତାହା ହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପା ରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପା ରେ। ପୁଣି ସତଜେ ବୃକ୍ଷକୁ ଶୁଷ୍କ କରିପା ରେ ଓ ଶୁଷ୍କ ବୃକ୍ଷକୁ ସତଜେ କରିପା ରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।

ଯିହିଜିକଲ 19:12

ମାତ୍ର ତାହା କୋପ ରେ ଉତ୍ପାଟିତ ହାଇେ ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀଯ ପବନ ତାହାର ଫଳକୁ ଶୁଷ୍କ କଲା। ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହାଇଗେଲା। ଅଗ୍ନି ସେସବୁକୁ ଗ୍ରାସ କଲା।

ଯିହିଜିକଲ 19:14

ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।

ଯୋହନଲିଖିତ ସୁସମାଚାର 15:1

ଯୀଶୁ କହିଲେ, ମୁଁ ହେଉଛ ପ୍ରକୃତ ଦ୍ରାକ୍ଷାଲତା ଓ ମାରେ ପରମପିତା କୃଷକ ଅଟନ୍ତି।

ଏବ୍ରୀ 9:4

ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।

Interlinear

Choose Theme