ଏଣୁ ସହେି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ କହନ୍ତି। ଆମ୍ଭେ ସହେି ପ୍ରବାଦ ବନ୍ଦ କରିବା ଓ ଏହା ଇଶ୍ରାୟେଲର ଲୋକମାନଙ୍କ ଦ୍ବାରା ବ୍ଯବହାର ହବେ ନାହିଁ। କିନ୍ତୁ ସମାନେେ କହିବେ, ପ୍ରେତ୍ୟକକ ଦର୍ଶନ ସଫଳତା ସନ୍ନିକଟ ହବୋର ସମୟ ପାଖଇେ ଆସୁଅଛି।
Cross references
କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ୟେ ସହେି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
ବର୍ତ୍ତମାନ ଆଉ ତୁମ୍ଭମାନେେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଚାରି ପାଖ ରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହବେ।
ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।
ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଦେଖ, ଗୋଟିଏ ପ ରେ ଗୋଟିଏ ଅମଙ୍ଗଳ ଆସୁଅଛି।
ଅନ୍ତିମ କାଳ ଆସୁଅଛି, ୟବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା'ର ବାଟରେ ଆସୁଅଛି।
ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିୟାଇଛି। ସହେି ସମୟ ଆସୁଅଛି, ତୁମ୍ଭର ଶଷେ ବିଚାର ଦିନ ଅତି ନିକଟ। ସହେି ଦିନଟି ସନ୍ଦହରେ ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପ ରେ ଆନନ୍ଦ ଧ୍ବନିର ଦିନ ନୁହେଁ।
ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।
ସମୟ ଆସିଅଛି, ସହେିଦିନ ନିକଟବର୍ତ୍ତୀ ହେଉଅଛି। କ୍ ରତାେ ଆନନ୍ଦ ନ କରୁ ଓ ବିକ୍ ରତାେ ଶାେକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧିଅରେ ଥିବା ପ୍ରେତ୍ୟକକଙ୍କ ଉପ ରେ ଆସିୟାଇଛି।
କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଚାହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହବେ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘାଷେଣା କରିବା ଓ ଏହା ଘଟିବ। ଏହା ହିଁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
କିନ୍ତୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ୟାଏ ତୁମ୍ଭମାନେେ ଇଶ୍ରାୟେଲ ମଧିଅରେ ଏହି ପ୍ରବାଦକୁ ଆଉ ବ୍ଯବହାର କରିବ ନାହିଁ।
ତୁମ୍ଭମାନେେ ସିୟୋନ ରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ ରେ ଗୋଟିଏ ବିପଦ ସଂକତେ କରି ପାଟି କର। ସମଗ୍ର ଦେଶବାସୀ ଭୟ ରେ କମ୍ପିତ ହବେ। ସଦାପ୍ରଭୁଙ୍କର ବିଶଷେ ଦିନ ଆସୁଛି। ସହେି ବିଶଷେ ଦିନଟି ଅତି ସନ୍ନିକଟ।
ସଦାପ୍ରଭୁଙ୍କର ସହେି ବିଶଷେ ଦିବସ ଖୁବ୍ ଶୀଘ୍ର ଆସୁଛି। ସହେିଦିନ ଅତି ସନ୍ନିକଟ। ବିଗ୍ଭରର ସହେି ବିଶଷେ ଦିବସ ରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶଦ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ଯମାନେ ଚିତ୍କାର କରି ଉଠିବେ।
ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।
ମୁଁ ତୁମ୍ଭକୁ ସତ୍ଯ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ।
ଚାଷୀ ଯେପରି ନିଜ କ୍ଷତରେ ମୂଲ୍ଯବାନ ଶସ୍ଯ ବଢ଼ି ଉଠିବାକୁ ର୍ଧୈୟ୍ଯର ସହିତ ଆଶାରଖି, ଆରମ୍ଭ ଓ ଶଷେ ବର୍ଷା ପଡ଼ିବା ପର୍ୟ୍ଯନ୍ତ ର୍ଧୈୟ୍ଯର ସହିତ ଅପେକ୍ଷା କରେ, ତୁମ୍ଭମାନେେ ସହେିଭଳି ର୍ଧୈୟ୍ଯଶୀଳ ହବୋ ଉଚିତ୍। ନିଜର ଆଶା ଛାଡ଼ି ଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି।