ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ୟୋଗୁ ଓ ତୁମ୍ଭ ମଧିଅରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ୟିଏ ତୁମ୍ଭକୁ ଆଘାତ କରିଛନ୍ତି।
Cross references
ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।
ପୁଣି ଆମ୍ଭେ ସମାନଙ୍କେର ଜଣକୁ ଅନ୍ୟ କିଛି ଉପ ରେ କଚାଡ଼ିବା। ଏପରିକି ପିତୃଗଣକୁ ପୁତ୍ରମାନଙ୍କ ଉପ ରେ ଏକ ସଙ୍ଗେ କଚାଡ଼ିବା।' ଏହା ସଦାପ୍ରଭୁ କହନ୍ତି, 'ଆମ୍ଭେ ସମାନଙ୍କେ ପ୍ରତି ଦୟା, ଅନୁକମ୍ପା ଓ କରୁଣା ନ ଦଖାଇେ ସମାନଙ୍କେୁ ବିନଷ୍ଟ କରିବା।'
ପୁଣି ଆମ୍ଭେ ରାଜା ଯିହାୟୋଦାରକୀମକୁ, ତାହାର ବଂଶଧରକୁ ଓ ତାହାର ସମସ୍ତ ଦାସଙ୍କୁ ସମାନଙ୍କେ ଅଧର୍ମ ସକାେଶ ଶାସ୍ତି ଦବୋ। ଆଉ ଆମ୍ଭେ ସମାନଙ୍କେ ପ୍ରତିକୂଳ ରେ ଯେଉଁସବୁ ଅମଙ୍ଗଳର କଥା କହିଅଛୁ, ସେସବୁ ସମାନଙ୍କେ ଉପ ରେ, ୟିରୁଶାଲମ ନିବାସୀମାନଙ୍କ ଉପ ରେ ଓ ଯିହୁଦାର ଲୋକମାନଙ୍କ ଉପ ରେ ଘଟାଇବା। କାରଣ ସମାନେେ ଆମ୍ଭ କଥା ଶୁଣିଲେ ନାହିଁ।'
ତହୁଁ ସଦାପ୍ରଭୁ ମାରେପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁ ସକଳ ଦ୍ବାରା ଓ ଆପଣାର ସବୁ ଘୃଣା ଯୋଗ୍ଯ କର୍ମଦ୍ବାରା ଆମ୍ଭର ପବିତ୍ରସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ଶପଥ କରୁଛୁ ଯେ, ଆମ୍ଭେ ତୁମ୍ଭମାନଙ୍କୁ ପଛ କରିଦବୋ। ଆଉ ତୁମ୍ଭମାନଙ୍କ ପାଇଁ ଦୁଃଖ କରିବା ନାହିଁ କି ଦୟା କରିବା ନାହିଁ।
ଯେପରି ରୂପା ଗୋଟିଏ ଉହ୍ମାଇ ରେ ତରଳା ହାଇେଥାଏ ମୁଁ ତୁମ୍ଭଙ୍କୁ ନଗର ରେ ତରଳାଇବି। ତେଣୁ ତୁମ୍ଭମାନେେ ଅନୁଭବ କରିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ଆପଣା କୋର୍ଧ ପ୍ରକାଶ କରିଛି।'
ସଦାପ୍ରଭୁର ସ୍ବର ନଗରକୁ ଆହ୍ବାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦବୋ ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।
ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।
ସମୁଦ୍ର ଭିତ ରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସମାନଙ୍କେୁ ଦଇେ ଦଲୋ। ମୃତ୍ଯୁ ଓ ପାତାଳ ନିଜ ପାଖ ରେ ଥିବା ମୃତ ଲୋକମାନଙ୍କୁ ଦଇେ ଦଲୋ, ପ୍ରେତ୍ୟକକ ଲୋକକୁ ତା'ର କର୍ମଗୁଡ଼ିକ ଅନୁସାରେ ବିଚାର କରାଗଲା।