Home Bibles ☰ Books ନିହିମିୟା 1:8 · ଓଡ଼ିଆ ବାଇବେଲ
ନିହିମିୟା 1:8 · ଓଡ଼ିଆ ବାଇବେଲ

ତୁମ୍ଭେ ଯାହା ସବୁ କହିଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଛି, ତୁମ୍ଭେ ଆଦେଶ କରିଛ ଏବଂ ତୁମ୍ଭର ଦାସ ମାଶାଙ୍କେୁ କହିଥିଲ, ଯଦି ତୁମ୍ଭମାନେେ ପାପ କର ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧିଅରେ ଛିନ୍ନଭିନ୍ନ କରିବା।

Cross references

ଲେବୀୟ ପୁସ୍ତକ 26:33

ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।

ଦିତୀୟ ବିବରଣ 4:25

ତୁମ୍ଭମାନେେ ସେ ଦେଶ ରେ ବହକ୍ସ୍ଟତ ଦିନ ବସବାସ କରିବ। ସଠାେରେ ତୁମ୍ଭମାନଙ୍କର ପକ୍ସ୍ଟତ୍ର ଓ ନାତିମାନେ ମଧ୍ଯ ବାସ କରିବେ। ତୁମ୍ଭମାନେେ ସଠାେରେ ବିଭିନ୍ନ ପ୍ରତିମା କରି ବା ଖୋଦିତ ମୂର୍ତ୍ତି କରି ତୁମ୍ଭମାନଙ୍କର ଜୀବନଧାରାକକ୍ସ୍ଟ କ୍ଷକ୍ସ୍ଟର୍ଣ କରିବ। ଯେତବେେଳେ ତୁମ୍ଭମାନେେ ଏପରି କରିବ, ପରମେଶ୍ବର ତୁମ୍ଭମାନଙ୍କ ଉପରେ କୋରଧ କରିବେ।

ଦିତୀୟ ବିବରଣ 4:27

ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ ଛିନ୍ନ ବିଛିନ୍ନ କରିବେ। ଯେଉଁ ସ୍ଥାନକକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ ନଇେଯିବେ, ସହେି ଅନ୍ୟ ଦେଶୀଯ ଲୋକମାନଙ୍କ ମଧିଅରେ, ତୁମ୍ଭମାନେେ ଅଳ୍ପ ସଂଖ୍ଯକ ହାଇେ ଅବଶିଷ୍ଟ ରହିବ।

ଦିତୀୟ ବିବରଣ 28:64

ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।

ଦିତୀୟ ବିବରଣ 32:26

ଆମ୍ଭେ ଚିନ୍ତା କଲକ୍ସ୍ଟ ଇଶ୍ରାୟେଲୀୟମାନଙ୍କୁ ଧ୍ବଂସ କରିବା ପାଇଁ। ତେଣୁ ଲୋକମାନେ ସମାନଙ୍କେୁ ସଐୂର୍ଣ ଭାବେ ଭକ୍ସ୍ଟଲିଯିବେ।

ପ୍ରଥମ ରାଜାବଳୀ 9:6

ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବା ରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିଯମ ମାନିବାକୁ ଯତ୍ନ ନକରନ୍ତି, ଯଦି ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କର କି ପ୍ରତିମାର ସବୋକର ଓ ପ୍ରଣାମ କର, ତବେେ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଭୂମିରୁ ବିତାଡିତ କରିବା,

ଗୀତସଂହିତା 119:49

ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର। ସହେି ପ୍ରତିଜ୍ଞା ମାେତେ ଭରସା ଦଇେଛି।

ଯିହିଜିକଲ 5:10

ୟିରୁଶାଲମର ଲୋକମାନେ ଏପରି କ୍ଷୁଧାର୍ତ୍ତ ହବେ ଯେ ସମାନଙ୍କେ ମଧ୍ଯରୁ ପିତାମାତା ନିଜର ସନ୍ତାନମାନଙ୍କୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାମାତାଙ୍କୁ ଭୋଜନ କରିବେ। ଏବଂ ଆମ୍ଭେ ତୁମ୍ଭର ବିଚାର କରିବା ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ପୃଥିବୀର ଶଷେ ସୀମା ରେ ଛିନ୍ନଭିନ୍ନ କରିବା।

ଯିହିଜିକଲ 6:8

କିନ୍ତୁ ଆମ୍ଭେ କିଛି ଲୋକଙ୍କୁ ଜୀବିତ ରଖିବା। ସମାନେେ ଖଡ୍ଗରୁ ଖସିୟାଇ ଯେତବେେଳେ ନାନା ଦେଶ ରେ ଛିନ୍ନଭିନ୍ନ ହାଇେ ରହିବେ।

ଲୂକଲିଖିତ ସୁସମାଚାର 1:72

ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦଖାଇବେେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।

Interlinear

Choose Theme