ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।
Cross references
ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।
ଏହାପରେ ମାଶାେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ମାଶାେ ଏହାର ନାମ ଦେଲେ, ୟି ହାବୋ-ନିଃଷି ସଦାପ୍ରଭୁ ମାରେ ଧ୍ବଜା ରଖିଲେ।
ସେ ଯାକୁବ ପରିବାରର ପାପ ଦେଖନ୍ତି ନାହିଁ। ଏବଂ ଇଶ୍ରାୟେଲ ମଧିଅରେ ପାପ ଦେଖି ନାହାଁନ୍ତି। ସଦାପ୍ରଭୁ ସମାନଙ୍କେର ପରମେଶ୍ବର ସମାନଙ୍କେ ସହିତ ଅଛନ୍ତି। ସମାନଙ୍କେ ରାଜାଙ୍କର ଜଯଧ୍ବନୀ ସମାନଙ୍କେ ମଧିଅରେ ଥିଲା।
ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।
ଦାଉଦ କହିଥିଲେ, ଇଶ୍ରାୟେଲ ସଦାପ୍ରଭୁ ପରମେଶ୍ବର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ୟିରୁଶାଲମ ରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି।
ପରମେଶ୍ବର ସହେି ନଗରୀରେ ବାସ କରନ୍ତି। ଏହା କବେେ ବି ଧ୍ବଂସ ପାଇବ ନାହିଁ। ପରମେଶ୍ବର ଏପରିକି ସୂର୍ୟେ୍ଯାଦଯ ପୂର୍ବରୁ ସାହାୟ୍ଯ କରିବାକୁ ଉପସ୍ଥିତ ଥାନ୍ତି।
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।
ଯେଉଁ ଲୋକମାନେ ସହେିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି, ସମାନେେ ଜାଣନ୍ତି ୟେ ତାଙ୍କର ସମସ୍ତ ପ୍ରାସାଦର ଆଶ୍ରଯସ୍ଥଳର ନିରାପଦ ଆଶ୍ରଯସ୍ଥଳ ପରମେଶ୍ବର ଅଟନ୍ତି।
ଏହି ପରମେଶ୍ବର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ବର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।
ହେ ପରମେଶ୍ବର, ତୁମ୍ଭର ପଥସବୁ ପବିତ୍ର। ତୁମ୍ଭପରି ମହାନ କହେି ପରମେଶ୍ବର ନାହାନ୍ତି।
ହେ ପରମେଶ୍ବରଙ୍କ ନଗରୀ, ତୁମ୍ଭ ବିଷଯରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।
ସଦାପ୍ରଭୁ କହିଲେ, ଏହା ଚିରକାଳ ମାରେ ବିଶ୍ରାମସ୍ଥାନ ହବେ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଚାହୁଁ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ସହେି ସୈନ୍ଯବାହିନୀ ସମାନଙ୍କେର ଦେଶକୁ ଦୂତ ପ୍ ରରଣେ କରିବେ। ସହେି ଲୋକମନଙ୍କୁ ଦୂତ କି ବାର୍ତ୍ତା ଦବେେ ? ସମାନେେ ଘାଷେଣା କରିବେ, ପଲ୍ଷ୍ଟେୀଯ ପରାଜିତ ହେଲା। ମାତ୍ର ସଦାପ୍ରଭୁ ସିୟୋନକୁ ଶକ୍ତିଶାଳୀ କଲେ ଏବଂ ତାଙ୍କର ଦରିଦ୍ର ଲୋକମାନେ ନିରାପତ୍ତା ପାଇଁ ସଠାେକୁ ଗଲେ।
ସେତବେେଳେ ସଦାପ୍ରଭୁ ସିୟୋନ ପର୍ବତ ଉପ ରେ ୟିରୁଶାଲମ ରେ ପ୍ରାଚୀନବର୍ଗ ସମ୍ମୁଖ ରେ ରାଜତ୍ବ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ବିତ ହବେ ଯେ ଚନ୍ଦ୍ର ତାଙ୍କ ନିକଟରେ ଅପ୍ରସ୍ତୁତ ହବେେ ଓ ସୂର୍ୟ୍ଯ ଲଜ୍ଜିତ ହବେେ।
ଆଉ ସେ ସମୟରେ ଲୋକମାନେ ୟିରୁଶାଲମକୁ 'ସଦାପ୍ରଭୁଙ୍କ ସିଂହାସନ' ବୋଲି କହିବେ। ସମଗ୍ର ଦେଶୀଯମାନେ ସଦାପ୍ରଭୁଙ୍କ ନାମ ରେ ସମ୍ମାନ ଜଣାଇବାକୁ ୟିରୁଶାଲମ ରେ ଏକତ୍ରୀତ ହବେେ। ପୁଣି ସମାନେେ ନିଜର ଅନ୍ତଃକରଣ ରେ ଦୁଷ୍ଟାଚାର ଅବାଧ୍ଯତା ଆଉ ଅନୁସରଣ କରିବେ ନାହିଁ।
ତୁମ୍ଭେ ଜଣେ ଦ୍ବନ୍ଦ ରେ ପଡ଼ିଥିବା ମନୁଷ୍ଯ ତୁଲ୍ଯ ଓ ଉଦ୍ଧାର କରିବାକୁ ଅସମର୍ଥ ବୀର ସଦୃଶ ହେଉଅଛ। କିନ୍ତୁ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ମଧିଅରେ ଅଛ। ଆମ୍ଭମାନେେ ତୁମ୍ଭ ନାମ ରେ ଖ୍ଯାତ ଅଟୁ। ତେଣୁ ଆମ୍ଭମାନଙ୍କୁ ପରିତ୍ଯାଗ କର ନାହିଁ।
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।
ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'
କାରଣ ତୁମ୍ଭେ କହିଲ, ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇଶ୍ରାୟେଲ ଓ ଯିହୁଦା ମାରେ ହବେେ, ମୁଁ ସମାନଙ୍କେୁ ଅଧିକାର ଦବେି, ଏପରିକି ଯଦିଓ ସଠାେ ରେ ସଦାପ୍ରଭୁ ବାସ କରନ୍ତି।
ଏବଂ ମୁଁ ସମାନଙ୍କେ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସମାନଙ୍କେ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହବେ। ଏବଂ ମୁଁ ସମାନଙ୍କେୁ ବସାଇବି ଓ ବଢ଼ାଇବି। ଆଉ ସମାନଙ୍କେ ମଧିଅରେ ସଦାକାଳ ମୁଁ ଆପଣା ପବିତ୍ରସ୍ଥାନ ସ୍ଥାପନ କରିବି।
ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଇଶ୍ରାୟେଲକୁ ମାରେବିଶଷେ ଲୋକ କଲେ। କାରଣ ମାରେ ପବିତ୍ରସ୍ଥାନ ସର୍ବଦା ସମାନଙ୍କେ ମଧିଅରେ ରହିବ।'
କିନ୍ତୁ ଯେଉଁ ଲୋକମାନେ ଆମ୍ଭ ସନ୍ତାନଗଣଙ୍କୁ ହତ୍ଯା କରିଛନ୍ତି ଆମ୍ଭେ ପ୍ରକୃତ ରେ ସମାନଙ୍କେୁ ଶାସ୍ତି ଦବୋ। କାରଣ ସଦାପ୍ରଭୁ ପରମେଶ୍ବର ସିୟୋନ ରେ ବାସ କରନ୍ତି।
ସଦାପ୍ରଭୁ କୁହନ୍ତି, ହେ ସିୟୋନର କନ୍ଯା ଆନନ୍ଦ ରେ ଚିତ୍କାର କର ଏବଂ ଖୁସି ହୁଅ। କାରଣ ତୁମ୍ଭ ସହିତ ନଗର ରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।
ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।
ସମସ୍ତ ଜଳପାତ୍ର ୟିରୁଶାଲମ ଓ ଯିହୁଦା ରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହବେ। ନବୈେଦ୍ଯ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସମାନଙ୍କେଠାରୁ ଜଳପାତ୍ର ନବେେ ଏବଂ ବଳିଦାନର ମାଂସ ରନ୍ଧନ କରିବେ।
ମୁଁ ସିଂହାସନରୁ ଏକ ଉଚ୍ଚ ସ୍ବର ଶୁଣିଲି। ସହେି ସ୍ବର କହିଲା, ବର୍ତ୍ତମାନ ପରମେଶ୍ବରଙ୍କର ବାସସ୍ଥାନ ଲୋକମାନଙ୍କ ପାଖ ରେ ଅଛି। ସେ ସମାନଙ୍କେ ସହିତ ରହିବେ। ସମାନେେ ତାହାଙ୍କର ଲୋକ ହବେେ। ପରମେଶ୍ବର ନିଜେ ସମାନଙ୍କେ ସହିତ ରହିବେ ଓ ସମାନଙ୍କେର ପରମେଶ୍ବର ହବେେ।
ସଠାେରେ ପରମେଶ୍ବରଙ୍କ ଦ୍ବାରା ବିଚାରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ବର ଓ ମଷେଶାବକଙ୍କ ସିଂହାସନ ସଠାେରେ ରହିବ। ତାହାଙ୍କର ସବେକମାନେ ତାହାଙ୍କୁ ଉପାସନା କରିବେ।