ତେଣୁ ଗିଦ୍ଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ସେ ସହେି ସ୍ଥାନର ନାମ ଦେଲେ, ସଦାପ୍ରଭୁ ମଙ୍ଗଳ ସ୍ବରୂପ। ସହେି ୟଜ୍ଞବଦେୀ ଏବେ ବି ଆଫ୍ରା ରେ ଅଛି। ଯେଉଁଠା ରେ ଅବୀଯେଷ୍ରୀଯମାନେ ବାସ କରୁଥିଲେ, ଆଫ୍ର ହେଉଛି ସହେି ସ୍ଥାନ।
Cross references
ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।
ଏହାପରେ ଅବ୍ରାମ ସହେି ସ୍ଥାନ ଛାଡ଼ି ବୈଥଲରେ ପୂର୍ବ ଆଡ଼େ ପର୍ବତକୁ ୟାଇ ନିଜର ତମ୍ବୁ ସ୍ଥାପଲ କଲେ। ସଠାେରେ ପଶ୍ଚିମ ରେ ବୈଥେଲ୍ ଓ ପୂର୍ବ ଦିଗ ରେ ଅଯ ନଗର ଥିଲା। ଏବଂ ସହେିଠା ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମ ରେ ପ୍ରାର୍ଥନା କଲେ।
ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।
ପୁଣି ଯାକୁବସସଠାଲର ପରଲମଶ୍ବରଙ୍କର ଉପାସନା ପାଇଁ ଏକ ୟଜ୍ଞବଲଦୀ ସ୍ଥାପନ କଲଲ। ଯାକୁବସସହି ସ୍ଥାନର ନାମସଦଲଲ, ଏଲ ଇଶ୍ରାଲୟଲର ପରଲମଶ୍ବର।
ଏହାପରେ ମାଶାେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ମାଶାେ ଏହାର ନାମ ଦେଲେ, ୟି ହାବୋ-ନିଃଷି ସଦାପ୍ରଭୁ ମାରେ ଧ୍ବଜା ରଖିଲେ।
ରକ୍ସ୍ଟବନ୍େ ଗାଦ ଏବଂ ମନଃଶିର ପରିବାର ଲୋକମାନେ ଗିଲିଯଦକକ୍ସ୍ଟ ଫରେିଗଲେ। ସେ ସ୍ଥାନଟି ୟର୍ଦ୍ଦନ ନଦୀ ନିକଟବର୍ତ୍ତୀ ଥିଲା କିଣାନୀଯ ଦେଶ ଅନ୍ତର୍ଗତ। ସହେି ସ୍ଥାନ ରେ ସମାନେେ ଏକ ସକ୍ସ୍ଟନ୍ଦରବତ ୟଜ୍ଞବଦେୀ ସ୍ଥାପନ କଲେ।
ତେଣୁ ଆମ୍ଭମାନେେ ନିଷ୍ପତ୍ତି ନଲେକ୍ସ୍ଟ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ। କିନ୍ତୁ ଆମେ ଏହାକକ୍ସ୍ଟ ହାମବେଳି ପାଇଁ ତିଆରି କରିନାହକ୍ସ୍ଟଁ।
ଗିଦ୍ଦିୟୋନ ଏହିସବୁ ସକ୍ସ୍ଟବର୍ଣ୍ଣ ରେ ଏକ ଏଫୋଦ ତିଆରି କଲେ। ସେ ଏହାକକ୍ସ୍ଟ ସମାନଙ୍କେ ନଗର ଅଫ୍ରା ରେ ରଖିଲେ। ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ସହେି ଏଫୋଦକକ୍ସ୍ଟ ଉପାସନା କଲେ। ଏହିପରି ଭାବରେ, ଏଫୋଦକକ୍ସ୍ଟ ଉପାସନା କରି ଇଶ୍ରାୟେଲବାସୀ ସଦାପ୍ରଭୁଙ୍କ ପ୍ରତି ଅବିଶ୍ବାସି ହେଲେ। ଏହି ଏଫୋଦ ଗିଦ୍ଦିୟୋନଙ୍କ ଓ ତାଙ୍କ ପରିବାର ପ୍ରତି ଏକ ଫାନ୍ଦ ସ୍ବରୂପ ହେଲା, ଯାହାକି ସମାନଙ୍କେର ପାପର କାରଣ ହେଲା।
ୟୋଯାଶର ପକ୍ସ୍ଟତ୍ର ଗିଦ୍ଦିୟୋନ ଅତ୍ଯଧିକ ବାର୍ଦ୍ଧକ୍ଯ ରେ ପହଞ୍ଚି ମୃତକ୍ସ୍ଟ୍ଯ ବରଣ କଲେ। ଅବୀଯେଷ୍ରୀଯମାନଙ୍କ ଅଫ୍ରାର ସହର ରେ ତାଙ୍କ ପିତା ଯୋୟାଶର ନିଜର କବର ରେ ଗିଦ୍ଦିୟୋନକକ୍ସ୍ଟ କବର ଦିଆଗଲା।
ତା'ପରଦିନ ଠିକ୍ ସକାଳେ ଇଶ୍ରାୟେଲର ଲୋକମାନେ ଏକ ୟଜ୍ଞବଦେୀ ସ୍ଥାପନ କଲେ। ସମାନେେ ସଠାେରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
ଶାମକ୍ସ୍ଟଯଲେ ଘର ରାମା, ତେଣୁ ସେ ସଠାେକକ୍ସ୍ଟ ଫରେି ଆସକ୍ସ୍ଟଥିଲେ। ସେ ରାମାଠାରକ୍ସ୍ଟ ଲୋକଙ୍କକ୍ସ୍ଟ ଅନକ୍ସ୍ଟଧ୍ଯାନ କରୁଥିଲେ ଓ ସଠାେରକ୍ସ୍ଟ ଶାସନ କରୁଥିଲେ। ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କ ପାଇଁ ରାମା ରେ ୟଜ୍ଞବଦେୀ ନିର୍ମାଣ କରିଥିଲେ।
ପକ୍ସ୍ଟଣି ଶାଉଲ ସଦାପ୍ରଭୁଙ୍କ ନିମନ୍ତେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଶାଉଲ ହିଁ ନିଜେ ସହେି ୟଜ୍ଞବଦେୀ ନିର୍ମାଣ କରିବାକୁ ଆରମ୍ଭ କଲେ।
ପକ୍ସ୍ଟଣି ଦାଉଦ ସହେି ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ହାମବେଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନବୈେଦ୍ଯ ଉତ୍ସର୍ଗ କଲେ।
ଆଉ ସହେି ପଥର ରେ ସେ ସଦାପ୍ରଭୁଙ୍କ ନାମ ରେ ଏକ ୟଜ୍ଞବଦେୀ ପୁନଃନିର୍ମାଣ କରି ସହେି ୟଜ୍ଞବଦେୀର ଚତୁଃପାଶର୍ବ ରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ।
ୟୋଷାଦକର ପୁତ୍ର ଯଶୂେଯ ଓ ତାର ଯାଜକ ଭାତୃଗଣ, ଶେଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ତାର ଭାତୃଗଣ ମିଶି ପରମେଶ୍ବରଙ୍କ ଲୋକ ମାଶାଙ୍କେର ବ୍ଯବସ୍ଥାର ଲିଖନ ଅନୁସାରେ ହାମବେଳି ଉତ୍ସର୍ଗ କରିବା ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ୟଜ୍ଞବଦେୀ ନିର୍ମାଣ କଲେ।
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।
ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'
ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।