କାରଣ ତୁମ୍ଭେ କହିଲ, ଏହି ଦୁଇ ଜାତି ଏବଂ ଏହି ଦୁଇ ଦେଶ ଇଶ୍ରାୟେଲ ଓ ଯିହୁଦା ମାରେ ହବେେ, ମୁଁ ସମାନଙ୍କେୁ ଅଧିକାର ଦବେି, ଏପରିକି ଯଦିଓ ସଠାେ ରେ ସଦାପ୍ରଭୁ ବାସ କରନ୍ତି।
Cross references
ତୁମ୍ଭମାନେେ ଯେଉଁ ଦେଶ ରେ ଅଛ, ମୁଁ ସଠାେରେ ବାସ କରୁଅଛି। ତାହାକୁ ଅଶୁଚି କର ନାହିଁ। କାରଣ ମୁଁ ସ୍ବଯଂ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବାସ କରୁଅଛି।
ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।
ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।
ମାରେ ପରମେଶ୍ବର ତୁମ୍ଭେ ସମାନଙ୍କେୁ ଘୂର୍ଣ୍ଣିବାଯୁ ଦ୍ବାରା ଗଛ ଉପୁଡ଼ିଲା ପରି ଏବଂ ବାଯୁ ସମ୍ମୁଖରେ କୁଟାପରି ଛୁନ୍ନଛତ୍ର କର।
ସଦାପ୍ରଭୁ ସିଯୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସହେି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ବର ରେ ତାଙ୍କର ପ୍ରଶଂସା କର। ଇଶ୍ରାୟେଲ ସହେି ପବିତ୍ର ଧର୍ମସ୍ବରୂପ ତୁମ୍ଭମାନଙ୍କ ମଧିଅରେ ଅଛନ୍ତି, ତେଣୁ ଆନନ୍ଦ କର।
ଆଉ ତା'ର ଶୈଳ ଅନ୍ତର୍ହିତ ହବେ। ତା'ର ଅଧିପତିମାନେ ଧ୍ବଜା ଛାଡ଼ି ପଳାଯନ କରିବେ।
ଅମ୍ ନୋନ ସନ୍ତାନଗଣ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ହେ ଅମ୍ ନୋନୀଯ ସନ୍ତାନଗଣ, ତୁମ୍ଭମାନେେ କ'ଣ ଭାବୁଛ ଇଶ୍ରାୟେଲର ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କ'ଣ କହେି ନାହାଁନ୍ତି ? ତବେେ ମିଲକମ୍ କାହିଁକି ଗାଦର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁରେ ନଗର ସମୂହ ରେ ବାସ କରୁଅଛନ୍ତି ?
ପ୍ରଭୁ ସଦାପ୍ରଭୁ ଏହି କଥା କହିଛନ୍ତି। 'ଶତ୍ରୁଗଣ ତୁମ୍ଭ ବିଷଯ ରେ କହିଅଛନ୍ତି, ଭଲ ହେଲା, ଭଲ ହେଲା। ସହେି ପ୍ରାଚୀନ ଉଚ୍ଚସ୍ଥଳୀଗୁଡ଼ିକ ଆମ୍ଭମାନଙ୍କର ଅଧିକୃତ ହେଲା।'
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।
ନଗରର ଚତୁର୍ଦ୍ଦିଗର ର୍ଦୈଘ୍ଯ 18,000 ହାତ ପରିମିତ ହବେ। ଆଉ ବର୍ତ୍ତମାନଠାରୁ ନଗରର ନାମ ହବେ, ସଦାପ୍ରଭୁ ତହିଁ ବିଦ୍ଯମାନ।
ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ବାର ଦଇେ ପ୍ରବେଶ କଲ ଏବଂ ଆମ୍ଭ ଲୋକମାନଙ୍କର ସମସ୍ଯା ରେ ଉପହାସ କଲ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା। ସମାନଙ୍କେର ଦୁଃଖ ସମୟରେ ତୁମ୍ଭେ ସମାନଙ୍କେର ଧନସମ୍ପଦ ନଲେ, ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
କାହିଁକି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ। ସେ ତୁମ୍ଭର ଶତୃମାନଙ୍କୁ ବିନାଶ କଲେ। ଇଶ୍ରାୟେଲର ରାଜା, ସ୍ବଯଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭେ ମନ୍ଦ ବିଷଯ ପାଇଁ ଆଉ ଭୟଭୀତ ହବେ ନାହିଁ।