Home Bibles ☰ Books ଯିହିଜିକଲ 46:4 · ଓଡ଼ିଆ ବାଇବେଲ
ଯିହିଜିକଲ 46:4 · ଓଡ଼ିଆ ବାଇବେଲ

ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।

Cross references

ଗଣନା ପୁସ୍ତକ 28:9

ଆଉ ବିଶ୍ରାମ ଦିନ ରେ, ଏକ ବର୍ଷୀଯ ଦୁଇଟି ନିଖୁଣ ମଷେବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଶସ୍ଯ ନବୈେଦ୍ଯ ଓ ତହିଁର ପଯେ ନବୈେଦ୍ଯ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 28:10

ଏହି ହାମବେଳି, ନିତ୍ଯ ହାମବେଳି, ପଯେ ନବୈେଦ୍ଯ ସହିତ ପ୍ରତି ବିଶ୍ରାମବାର ରେ ଉତ୍ସର୍ଗ କରିବ।

ଗଣନା ପୁସ୍ତକ 28:14

ଆଉ ଏକ ଷଣ୍ତ ନିମନ୍ତେ ଏକ ହିନର ଅର୍ଦ୍ଧକେ, ଏକ ମଷେ ନିମନ୍ତେ ଏକ ହିନର ତୃତୀଯାଂଶ ଓ ଏକ ମଷେବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପଯେ ନବୈେଦ୍ଯ ହବେ; ଏହା ବର୍ଷର ପ୍ରତିମାସର ଅମାବାସ୍ଯା ରେ ମାସିକ ହାମବେଳି ହବେ।

ଯିହିଜିକଲ 45:17

ପୁଣି ପର୍ବ ଦିନ ରେ ; ଅମାବାସ୍ଯା ରେ ଓ ବିଶ୍ରାମବାରଗୁଡ଼ିକରେ ଇଶ୍ରାୟେଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହାମବେଳି, ଶସ୍ଯବଳି ଓ ପଯେ ନବୈେଦ୍ଯ ଓ ସହଭାଗିତାର ନବୈେଦ୍ଯ ଅଧିପତି ଦବେେ। ଅଧିପତି ଇଶ୍ରାୟେଲକୁ ପବିତ୍ର କରିବା ପାଇଁ ସମସ୍ତ ପାପାର୍ଥକ ବଳି, ଶସ୍ଯ ନବୈେଦ୍ଯ, ହାମବେଳି, ସହଭାଗିତାର ନବୈେଦ୍ଯ ଉତ୍ସର୍ଗ କରିବେ।

ଯିହିଜିକଲ 45:22

ପୁଣି ସହେି ସମୟରେ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳିରୂପେ ଏକ ବୃଷଭ ଉତ୍ସର୍ଗ କରିବେ।

Interlinear

Choose Theme