Home Bibles ☰ Books ଯିହିଜିକଲ 46:5 · ଓଡ଼ିଆ ବାଇବେଲ
ଯିହିଜିକଲ 46:5 · ଓଡ଼ିଆ ବାଇବେଲ

ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।

Cross references

ଲେବୀୟ ପୁସ୍ତକ 14:21

ଆଉ ଯଦି ଲୋକଟି ଦରିଦ୍ର ଓ ସେ ସମସ୍ତ ଦ୍ରବ୍ଯ ଦବୋକୁ ଅକ୍ଷମ, ତବେେ ସେ ନିଜର ପ୍ରାଯଶ୍ଚିତ ପାଇଁ ଦୋଳନୀଯ ନବୈେଦ୍ଯ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମଷେବତ୍ସା ଓ ଶସ୍ଯ ନବୈେଦ୍ଯରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଳ ଆଣିବ।

ଗଣନା ପୁସ୍ତକ 6:21

ଏହି ହେଉଛି ବ୍ଯବସ୍ଥା, ଯେଉଁ ଲୋକ ବିଶଷେ ନାସରୀଯ ବ୍ରତ କରେ। ସେ ଏହି ନବୈେଦ୍ଯ ଆଣିବ, ଏତଦ୍ ବ୍ଯତିତ ଯଦି ସେ ଅନ୍ୟକିଛି ନଇେପାରିବ, ସେ ନିଶ୍ଚଯ ଯାହା ପ୍ରତିଜ୍ଞା କରିଛି ତାହା କରିବ।

ଗଣନା ପୁସ୍ତକ 28:12

ପୁଣି ପ୍ରେତ୍ୟକକ ଷଣ୍ତ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ; ଆଉ ଏକ ମଷେ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ଯ ନବୈେଦ୍ଯ;

ଦିତୀୟ ବିବରଣ 16:17

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ତକ୍ସ୍ଟମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭର ପ୍ରେତ୍ୟକକ ଜଣ ଆପଣା ସାଧ୍ଯ ପ୍ରମାଣେ ଦବେ।

ଯିହିଜିକଲ 45:24

ଏବଂ ଅଧିପତି ଏକ ଏକ ବୃଷଭ ସହିତ ଏକ ଏକ ଐଫା ୟବ ଓ ଏକ ଏକ ମଷେ ସହିତ ଏକ ଏକ ଐଫା ୟବ ଓ ପ୍ରତି ଐଫା ପାଇଁ ଏକ ହୀନ ତୈଳର ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବେ।

ଯିହିଜିକଲ 46:7

ଆଉ ଅଧିପତି ଭକ୍ଷ୍ଯ ନବୈେଦ୍ଯ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ, ମଷେ ସଙ୍ଗେ ଏକ ଐଫା ଶସ୍ଯ ଓ ମଷେଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦବେେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦବେେ।

ଯିହିଜିକଲ 46:11

ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।

Interlinear

Choose Theme